Author: Purva Paksha

New Tax Regime: ବଜେଟ୍ ଅଧିବେଶନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବାର୍ଷିକ ୧୨ ଲକ୍ଷ ରୋଜଗାର କରୁଥିବା ଲୋକଙ୍କୁ ଟିକସ ରିହାତି ପ୍ରଦାନ କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ଟେବୁଲରେ ବାଡ଼ାଇ ସ୍ୱାଗତ କରିଥିଲେ। ନୂଆ ଟିକସ ବ୍ୟବସ୍ଥା ଲାଗୁ ହେବା ପରେ ମଧ୍ୟବିତ୍ତ ଲୋକମାନେ ସିଧାସଳଖ ଏଥିରୁ ଉପକୃତ ହେବେ। ଶନିବାର ବଜେଟ୍‍ ଅଧିବେଶନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଭଳି ଗୋଟିଏ ଘୋଷଣଆ କରିଛନ୍ତି  ଯାହା କରଦାତାଙ୍କୁ ଖୁସି କରିଛି। ସେ ବାର୍ଷିକ ୧୨ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ପାଇଁ ଆୟକର ଛାଡ଼ ଘୋଷଣା କରିଥିଲେ। ଏହା ସହିତ, ଏବେ ମାସିକ ୧ ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକମାନଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ। ଅର୍ଥମନ୍ତ୍ରୀ ଏହି ଘୋଷଣା କରିବାମାତ୍ରେ, ଲୋକସଭାରେ ବସିଥିବା ପ୍ରଧାନମନ୍ତ୍ରୀ ମୋଦୀ ଟେବୁଲ ପିଟି ଏହାକୁ ସ୍ୱାଗତ କରିଥିଲେ। ବିଶେଷ କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦି ଅନେକ ସମୟ ପର୍ଯ୍ୟନ୍ତ…

Read More