Author: Purva Paksha

Forbes Powerful Country List: ଫୋର୍ବସ ୨୦୨୫ ପାଇଁ ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି। ତେବେ ଏଥର ଭାରତ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇନାହିଁ। ଫୋବର୍ସ ୨୦୨୫ ପାଇଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ୧୦ ଦେଶର ରାଙ୍କିଂ ପ୍ରକାଶ କରିଛି, ଯେଉଁଥିରେ ଭାରତ ନାମ ନାହିଁ। ଅର୍ଥାତ ଭାରତ ଶକ୍ତିଶାଳୀ ଟପ୍ ଟେନ୍ ରାଷ୍ଟ୍ର ତାଲିକାରୁ ବାଦ୍‍ ପଡ଼ିଛି। ଏହି ତାଲିକା ଅନେକ ଗୁରୁତ୍ୱପୂର୍ଣ୍ଣ ପାରାମିଟର ଉପରେ ଆଧାରିତ। କିନ୍ତୁ ଭାରତ ଭଳି ଦେଶ ଯାହାର ଜନସଂଖ୍ୟା ବିଶାଳ, ଯାହା ପାଖରେ ରହିଛି ବିଶ୍ୱର ଚତୁର୍ଥ ବୃହତ୍ତମ ଓ ଶକ୍ତିଶାଳୀ ସେନା  ଏବଂ ଯାହାର ଅର୍ଥନୀତି ବର୍ତ୍ତମାନ ପଞ୍ଚମ ସ୍ଥାନରେ ଅଛି,ସେଦି ଦେଶର ନାମ ଶକ୍ତିଶାଳୀ ରାଷ୍ଟ୍ରଙ୍କ ତାଲିକାରୁ ବାଦ ପଡ଼ିବାକୁ ନେଇ  ଅନେକ ପ୍ରଶ୍ନ ଉଠୁଛି। ଫୋବର୍ସ ଅନୁସାରେ ତାଲିକାକୁ US News ଦ୍ୱାରା ସଂକଳିତ ହୋଇଛି ଏବଂ ରାଙ୍କିଂ ପାଇଁ ପାଞ୍ଚଟି ମୁଖ୍ୟ ପାରାମିଟର ବ୍ୟବହାର…

Read More