Author: Purva Paksha

Delhi Swearing: ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଦଳ ବିଚାର ବିମର୍ଶ କରୁଥିବାବେଳେ ନୂଆଦିଲ୍ଲୀରେ ବିଜେପିର ଉଚ୍ଚସ୍ତରୀୟ ବୈଠକ ଚାଲିଛି। ଦୀର୍ଘ ୨୭ ବର୍ଷର କ୍ଷମତା ମରୁଡ଼ିର ଅନ୍ତ ଘଟାଇ ବିଜେପି ରାଜଧାନୀରେ ସରକାର ଗଠନ କରିବାକୁ ଯାଉଛି। ୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କରିବ ବିଜେପି ଦିଲ୍ଲୀରେ ଉଚ୍ଚସ୍ତରୀୟ ଆଲୋଚନା, ଶୀର୍ଷ ପଦ ପାଇଁ ଦୌଡ଼ରେ ୫ ନେତା ଫେବ୍ରୁଆରି ୧୩ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ପରେ ହେବ ଶପଥ ଗ୍ରହଣ ଉତ୍ସବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ପରେ ଫେବ୍ରୁଆରି ୧୩ ତାରିଖ ପରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ୭୦ ଆସନ ବିଶିଷ୍ଟ ବିଧାନସଭାରେ ୪୮ଟି ଆସନ ହାସଲ କରି ବିଜେପି ୨୭ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଦିଲ୍ଲୀରେ କ୍ଷମତାକୁ ଫେରିଛି। ଏକ ଦଶନ୍ଧି ଧରି ସହରରେ…

Read More