Author: Purva Paksha

Palliative care: ପାଲିଏଟିଭ୍ କେୟାର ପାଇଁ ଜାତୀୟ ଓ ରାଜ୍ୟ ଅତ୍ୟାବଶ୍ୟକ ଔଷଧ ତାଲିକା (ଇଏମ୍ଏଲ୍) ପର୍ୟ୍ୟାପ୍ତ ପରିମାଣରେ ମହଜୁଦ ଅଛି କି ନାହିଁ ତାହା ଏଏସ୍ଏଆର୍ ଗବେଷକମାନେ ଆକଳନ କରିଛନ୍ତି। ବାର୍ଷିକ ୭-୧୦ ନିୟୁତ ଭାରତୀୟଙ୍କୁ ପାଲିଏଟିଭ କେୟାରର ଆବଶ୍ୟକତା ରହିଛି, କିନ୍ତୁ ମର୍ଫିନ ଭଳି ନିୟନ୍ତ୍ରିତ ଯନ୍ତ୍ରଣା ଉପଶକମକାରୀ ଔଷଧ ପାଇଁ ପ୍ରତିବନ୍ଧକ ପ୍ରେସକ୍ରିପସନ ନୀତି ଏବଂ ସୀମିତ ନୀତି ପ୍ରାଥମିକତା ସମେତ ବିଭିନ୍ନ କାରଣରୁ ମାତ୍ର ୪%ରୁ କମ୍ ଲୋକ ଏହାକୁ ବ୍ୟବହାର କରିପାରିବେ। ପୁଣେସ୍ଥିତ ଆସୋସିଏସନ୍ ଫର୍ ସୋସିଆଲ୍ ଇମ୍ପ୍ଲାଏନ୍ସ ରିସର୍ଚ୍ଚ (ଏଏସ୍ଏଆର୍)ର ଗବେଷକଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଦିଶା ଅଗ୍ରୱାଲ ଏବଂ ଡାକ୍ତର ଦିବ୍ୟା ଶ୍ରୀନିବାସଙ୍କ ନେତୃତ୍ୱରେ କରାଯାଇଥିବା ଏହି ଅଧ୍ୟୟନ ଅନୁଯାୟୀ, ଦେଶରେ ପାଲିଏଟିଭ୍ କେୟାର ଆବଶ୍ୟକ କରୁଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମର୍ଫିନ୍ ଏବଂ ଅନ୍ୟାନ୍ୟ ଯନ୍ତ୍ରଣା ଉପଶମକାରୀ ଔଷଧ ଉପଲବ୍ଧ ହେବା…

Read More