Author: Samir Rout

ନିର୍ମଳା ସୀତାରମଣ ଶନିବାର ଦିନ ଘୋଷଣା କରିଛନ୍ତି ଯେ ବୀମା କ୍ଷେତ୍ରରେ ଏଫ୍ଡିଆଇ ସୀମା ୭୪ ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି କରାଯିବ। ବୀମା କ୍ଷେତ୍ର ପାଇଁ ଏଫଡିଆଇ ସୀମା ୭୪ରୁ ୧୦୦ ପ୍ରତିଶତକୁ ବୃଦ୍ଧି କରାଯିବ । ଏହି ବର୍ଦ୍ଧିତ ସୀମା ସେହି କମ୍ପାନୀଗୁଡ଼ିକ ପାଇଁ ଉପଲବ୍ଧ ହେବ ଯେଉଁମାନେ ଭାରତରେ ସମ୍ପୂର୍ଣ୍ଣ ପ୍ରିମିୟମ୍ ନିବେଶ କରିବେ ବୋଲି ସେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିବା ସମୟରେ କହିଛନ୍ତି। ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫ୍ଡିଆଇ) ସୀମା ୭୪%ରୁ ୧୦୦%କୁ ବୃଦ୍ଧି କରିବାକୁ ଭାରତ ସରକାର ପ୍ରସ୍ତାବ ଦେଇଛନ୍ତି। ଅଧିକ ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବା, ପଲିସିଧାରୀଙ୍କ ସ୍ୱାର୍ଥକୁ ପ୍ରୋତ୍ସାହନ ଦେବା ଏବଂ ବୀମା କଂପାନିଗୁଡ଼ିକର ଆର୍ଥିକ ନିରାପତ୍ତା ବୃଦ୍ଧି କରିବା ଏହି ପଦକ୍ଷେପର ଲକ୍ଷ୍ୟ। ପ୍ରସ୍ତାବରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ ଅନ୍ତର୍ଭୁକ୍ତ ଅଛି, ଯେପରିକି:  ୟୁନିଫାଇଡ୍ ଲାଇସେନ୍ସ: ବୀମାକର୍ତ୍ତାମାନଙ୍କୁ ଗୋଟିଏ ସଂସ୍ଥା…

Read More