Author: NAZMEEN PARWEEN

ପାକିସ୍ତାନର ଚତୁର୍ପାର୍ଶ୍ୱରେ ଏବେ ବିପଦର ବାଦଲ। ଇରାନର ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ତାଲିବାନ ସହ ବଢୁଥିବା ବନ୍ଧୁତା କ’ଣ ପାକିସ୍ତାନକୁ ବିଶ୍ୱ ମାନଚିତ୍ରରେ ଏକଘରକିଆ କରିଦେବ କି?  ଆପଣ ଜାଣିଥିବେ ଯେ ପାକିସ୍ତାନର ପରିଚୟ ଏବେ ବିଶ୍ୱ ଦରବାରରେ ଏକ ‘ଆତଙ୍କବାଦର କେନ୍ଦ୍ର’ ଭାବେ ଉଭା ହୋଇଛି। କିନ୍ତୁ ଏବେ ପାକିସ୍ତାନର ଜଣେ ପୁରୁଣା ବନ୍ଧୁ ତଥା ପଡ଼ୋଶୀ ଦେଶ ଇରାନର ଧୈର୍ଯ୍ୟଚ୍ୟୁତି ଘଟିଛି। ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଇରାନ ସେନା ପାକିସ୍ତାନ ସୀମାରେ ଏକ ବଡ଼ ଧରଣର ସାମରିକ ଅପରେସନ କରିଛି। ଏହି ଅପରେସନରେ ଅନେକ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିହତ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂର୍ବରୁ ମଧ୍ୟ ଇରାନ ଏଭଳି ଅପରେସନ କରୁଥିଲା, କିନ୍ତୁ ଏଥର ଇରାନ ସରକାର ଏହାକୁ ସାର୍ବଜନୀନ କରିଛନ୍ତି। ପାକିସ୍ତାନର ନାମ ନେଇ ତାକୁ ବିଶ୍ୱ ଆଗରେ ଲଜ୍ଜିତ କରାଯାଉଛି। ଇରାନ ସ୍ପଷ୍ଟ କରିଛି ଯେ ପାକିସ୍ତାନ ସୀମାରୁ ଆସୁଥିବା ଆତଙ୍କବାଦୀଙ୍କୁ…

Read More