Author: NAZMEEN PARWEEN

ଭାରତର ଏମିତି ଏକ ପ୍ରୋଜେକ୍ଟ, ଯାହା ବିଷୟରେ ଶୁଣିବାମାତ୍ରେ ବେଜିଂରୁ ଆରମ୍ଭ କରି ଇସଲାମାବାଦ୍‌ ପର୍ଯ୍ୟନ୍ତ—ଚୀନ୍ ଓ ପାକିସ୍ତାନର ନିଦ ହଜିଯାଇଛି।  ଭାରତ ଯଦି ଏହି ମେଗା ପ୍ରୋଜେକ୍ଟକୁ ସଫଳତାର ସହ ଶେଷ କରିଦିଏ, ତେବେ ଭାରତକୁ ମିଳିଯିବ ଏକ ଏମିତି ନୂଆ ସାମରିକ ଘାଟି, ଯେଉଁଠାରୁ ବସି କେବଳ ଚୀନ୍ ନୁହେଁ, ବରଂ ଆସିଆନ୍ ଦେଶଗୁଡ଼ିକ, ଆମେରିକା ଏବଂ ଆରବ ସାଗରରେ ପାକିସ୍ତାନର ପ୍ରତ୍ୟେକଟି କାମ ଉପରେ ସିଧାସଳଖ ଏବଂ କଡ଼ା ନଜର ରଖାଯାଇପାରିବ। ଭାରତକୁ ଚାରିପଟୁ ଘେରିବା ପାଇଁ ଚୀନ୍ ଗତ କିଛି ବର୍ଷ ହେବ କେତେ ପ୍ରକାରର ଚାଲ୍ ଚାଲିନି! ପଡ଼ୋଶୀ ଦେଶମାନଙ୍କରେ ଆସି ବସିଯିବା, ବନ୍ଦରଗୁଡ଼ିକୁ ଲିଜ୍‌ରେ ନେବା—ଏସବୁର ମୂଳ ଉଦ୍ଦେଶ୍ୟ ଥିଲା ଭାରତକୁ କାଉଣ୍ଟର କରିବା। କିନ୍ତୁ ଭାରତର ଏହି ଗୋଟିଏମାତ୍ର ପ୍ରୋଜେକ୍ଟ ସେମାନଙ୍କ ସମସ୍ତ ଅଙ୍କକଷାକୁ ଓଲଟପାଲଟ କରିଦେଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ଶତ୍ରୁଦେଶ ଯେତିକି ପରିମାଣରେ ଏଥିରେ ଚିନ୍ତିତ, ଆମ…

Read More