Author: NAZMEEN PARWEEN

ଅଗ୍ନି-୬ କୁ ନେଇ ବଢ଼ିଲା ସସପେନ୍ସ; ଭାରତର ମିସାଇଲ୍ ଶକ୍ତିକୁ ନେଇ ଚିନ୍ତାରେ ଚୀନ ଓ ପାକିସ୍ତାନ ଭାରତର ଉନ୍ନତ ବାଲିଷ୍ଟିକ ମିସାଇଲ୍ ପ୍ରୋଗ୍ରାମ ‘ଅଗ୍ନି ସିରିଜ୍’କୁ ନେଇ ପୁଣିଥରେ ଆନ୍ତର୍ଜାତିକ ମଞ୍ଚରେ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ରହସ୍ୟମୟ ‘ଅଗ୍ନି-୬’ ମିସାଇଲ୍‌କୁ ନେଇ ଚୀନ ଓ ପାକିସ୍ତାନରେ ଚିନ୍ତା ବଢ଼ୁଥିବା ଦେଖାଯାଉଛି। ଭାରତର ମିସାଇଲ୍ କ୍ଷମତା ଓ ଆତ୍ମନିର୍ଭର ପ୍ରତିରକ୍ଷା ବ୍ୟବସ୍ଥା ଏବେ ଦକ୍ଷିଣ ଏସିଆର ସାମରିକ ସନ୍ତୁଳନକୁ ନୂଆ ଦିଗ ଦେଉଛି। ପାକିସ୍ତାନର ପୂର୍ବତନ ହାଇକମିଶନରଙ୍କ ସ୍ୱୀକାରୋକ୍ତି ପାକିସ୍ତାନର ପୂର୍ବତନ ହାଇକମିଶନର ଅବଦୁଲ ବାସିତ ସମ୍ପ୍ରତି ଏକ ବୟାନରେ ସ୍ୱୀକାର କରିଛନ୍ତି ଯେ, ଭାରତର ‘ଅଗ୍ନି-୫’ ଏବଂ ସମ୍ଭାବ୍ୟ ‘ଅଗ୍ନି-୬’ ଭଳି ଦୀର୍ଘ ପାଳ୍ଲାର ବାଲିଷ୍ଟିକ ମିସାଇଲ୍‌ ସାମ୍ନାରେ ପାକିସ୍ତାନର ସାମରିକ କ୍ଷମତା ଦୁର୍ବଳ ପଡ଼ିପାରେ। ବିଶେଷଜ୍ଞମାନଙ୍କ ମତରେ, ଏହି ବୟାନ ଭାରତର ବଢ଼ୁଥିବା ସାମରିକ ଶକ୍ତିକୁ ନେଇ ପାକିସ୍ତାନର ଚିନ୍ତାକୁ ସ୍ପଷ୍ଟ କରୁଛି। ଭାରତର BMD ସିଷ୍ଟମ୍…

Read More