Author: NAZMEEN PARWEEN

କିଛି ବର୍ଷ ପୂର୍ବେ ମହାରାଷ୍ଟ୍ର ରାଜନୀତିରେ କଣ ହୋଇଥିଲା। ସେଠାରେ ଏକନାଥ ସିନ୍ଦେ ନିଜ ସହ ଶିବସେନାର ପ୍ରତିଷ୍ଠିତ ବିଧାୟକମାନଙ୍କୁ ନେଇ ରାତାରାତି ଏକ ବଡ଼ ଖେଳ କରିଥିଲେ। ସେ ସେତେବେଳର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦଳକୁ ଦୁଇ ଭାଗ କରିଦେଇଥିଲେ। ପରିଣାମସ୍ୱରୂପ, ଉଦ୍ଧବ ଠାକରେଙ୍କ ସରକାର ତ ଗଲା, ଶେଷରେ ଦଳର ନାଁ ଏବଂ ତାଙ୍କ ପିତା ବାଲାସାହେବ ଠାକରେଙ୍କ ସମୟର ପୁରୁଣା ପ୍ରତୀକ ‘ଧନୁ-ତୀର’ ମଧ୍ୟ ସିନ୍ଦେ ଗୋଷ୍ଠୀ ହାତକୁ ଚାଲିଗଲା। ଠିକ୍ ସେହିଭଳି ଏକ ହଲଚଲ୍, ସେହିଭଳି ଏକ ବଡ଼ ରାଜନୈତିକ ଭୂକମ୍ପର ଆଶଙ୍କା ଏବେ ପଶ୍ଚିମବଙ୍ଗ ରାଜନୀତିକୁ ପୁରା ଗ୍ରାସ କରିଛି। ତୃଣମୂଳ କଂଗ୍ରେସ ଅର୍ଥାତ୍ ଟିଏମସି ଭିତରେ ଏବେ ଏକ ବଡ଼ ବିଦ୍ରୋହର ନିଆଁ ସ୍ପଷ୍ଟ ଦେଖାଯାଉଛି। ନିକଟରେ ହୋଇଥିବା ନିର୍ବାଚନ ବିପର୍ଯ୍ୟୟ ପରେ ଦଳ ଏବେ ନିଜ ଇତିହାସର ସବୁଠାରୁ ବଡ଼ ସଙ୍କଟ ଦେଇ ଗତି କରୁଛି। ଚାରିଆଡ଼େ ଏବେ ଗୋଟିଏ ପ୍ରଶ୍ନ…

Read More