Author: NAZMEEN PARWEEN

ଜୁନ୍ ୨ ତାରିଖ ସଞ୍ଜରେ ଆଲୋଡ଼ନ ସୃଷ୍ଟି କଲା ଭଳି ଏକ ଖବର ଆସିଲା। ଦେଶର ସବୁଠାରୁ ବଡ଼ ଶିକ୍ଷା ବୋର୍ଡ ସିବିଏସଇ (CBSE) ର ଅନ୍-ସ୍କ୍ରିନ୍ ମାର୍କିଂ ବା OSM ସିଷ୍ଟମରେ ବଡ଼ ଧରଣର ଗଡ଼ବଡ଼ି ଅଭିଯୋଗ ଆସିବା ପରେ ମୋଦୀ ସରକାର ଏକ ବଡ଼ ଆକ୍ସନ ନେଲେ। ସିବିଏସଇ ଚେୟାରମ୍ୟାନ୍ ରାହୁଲ ସିଂ ଏବଂ ସେକ୍ରେଟେରୀ ହିମାଂଶୁ ଗୁପ୍ତାଙ୍କୁ ସିଧାସଳଖ ପଦରୁ ହଟାଇ ଦିଆଗଲା ଏବଂ ସାରା ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଗଲା। ଏହା ସହିତ ବୋର୍ଡର ରିଭାଲ୍ୟୁଏସନ୍ ପୋର୍ଟାଲ୍ କ୍ରାଶ୍ ହେବା ଏବଂ ସାଇବର ଆଟାକ୍ ଭଳି ଖବର ମଧ୍ୟ ସାମ୍ନାକୁ ଆସିଥିଲା। ଦି ଇଣ୍ଡିଆନ୍ ଏକ୍ସପ୍ରେସର ଏକ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସିଛି, ଯାହା ପ୍ରମାଣ କରୁଛି ଯେ ଏହି OSM ସିଷ୍ଟମ ବା କମ୍ପ୍ୟୁଟରରେ ଖାତା ଦେଖିବା ପ୍ରକ୍ରିୟା ଟ୍ରାଏଲ୍‌ ବେଳେ ହିଁ ସମ୍ପୂର୍ଣ୍ଣ ଭାବେ ଫେଲ୍ ହୋଇଯାଇଥିଲା! ବିଶେଷଜ୍ଞମାନେ କହିଥିଲେ କି…

Read More