Author: NAZMEEN PARWEEN

ରାଜ୍ୟ ରାଜନୀତିରେ ଏବେ ଏକ ଅଦୃଶ୍ୟ ଝଡ଼ର ପୂର୍ବ ସୂଚନା ମିଳୁଛି। ପ୍ରସଙ୍ଗ ହେଉଛି ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ। ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ପ୍ରାର୍ଥୀଙ୍କ ଜୟ-ପରାଜୟର ଏକ ସ୍ପଷ୍ଟ ଚିତ୍ର ପ୍ରଥମେ ଦେଖାଯାଉଥିଲା। କିନ୍ତୁ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଭାବରେ ‘ଜିତୁଥିବା ଖେଳାଳି’ ଡା. ଦତ୍ତେଶ୍ୱର ହୋତାଙ୍କ ବିରୋଧରେ ଦିଲ୍ଲୀପ ରାୟଙ୍କ ମଇଦାନକୁ ପ୍ରବେଶ ହେଲା। ବିଜେପିର ଦିଲ୍ଲୀପଙ୍କ ପ୍ରତି ଖୋଲା ସମର୍ଥନ ଏବେ ସମଗ୍ର ସମୀକରଣକୁ ଓଲଟପାଲଟ କରିଦେଇଛି। ଏହି ନିର୍ବାଚନ କେବଳ ୪ଟି ଆସନର ଲଢ଼େଇ ନୁହେଁ, ବରଂ ଏହା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରଣନୀତି ଏବଂ ବିରୋଧୀ ମେଣ୍ଟର ଏକଜୁଟତା ପାଇଁ ଏକ ବଡ଼ ପରୀକ୍ଷା। ନିର୍ବାଚନ ହେବାକୁ ଥିବା ୪ଟି ଆସନରୁ ପ୍ରଥମ ତିନିଟି ଆସନ ଫଳାଫଳ ପ୍ରାୟ ସ୍ପଷ୍ଟ ଦେଖାଯାଉଥିବାବେଳେ ଚତୁର୍ଥ ଆସନଟି ଏବେ ଓଡ଼ିଶା ରାଜନୀତିର ସବୁଠାରୁ ବଡ଼ ସସପେନ୍ସ…

Read More