Author: NAZMEEN PARWEEN

ଭିିକେ ପାଣ୍ଡିଆନ, ରାଜ୍ୟରେ ନାଁ ହି କାଫି । କିଛି ଦିନ ତଳେ ମହାରାଷ୍ଟ୍ରର ଶିବସେନାର ମାଲିକାନା ବା କମାଣ୍ଡ କେମିତି ଠାକରେ ପରିବାର ହାତରୁ ଯ।।ଇ ଏକନାଥ ସନ୍ଧେଙ୍କ ପାଖକୁ ଗଲା । କେମିତି ଦଳ ଭିିତରେ ବିଦ୍ରୋହ ପାଇଁ ବାଲା ସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବସେନା । ତାଙ୍କ ପୁଅ ଉଦ୍ଧବ ଠାକରେଙ୍‌କ ହାତରୁ ଚାଲିଗଲା । ନା ରହିଲା ଦଳ, ନା ରହିଲା ଚିହ୍ନ । ବାଧ୍ୟ ହୋଇ ପରବର୍ତ୍ତୀ ସମୟରେ ସେ ଶିବସେନା ୟୁବିଟି ଅର୍ଥାତ ଶିବସେନା ଉଦ୍ଧବ ବାଲା ସାହେବ ଠାକରେ ନାଁ ରେ ଦଳ କଲେ ଏବଂ ଅରିଜିନାଲ ଶିବସେନାର ଚିହ୍ନ ଧନୁତୀର ପରିବର୍ତ୍ତେ ମଶାଲ ଚିହ୍ନ ତାଙ୍କୁ ମିଳିଛି । ଏବେ ଚିନ୍ତା କରନ୍ତୁ ଏ ସବୁ କାହିଁକି ହେଲା । ଗୋଟିଏ ରାଜନୈତିକ ଦଳ ଭିତରେ ଯେତେବେଳେ ଅସନ୍ତୋଷ ଚରମ ସିମାରେ ପହଁଚେ ସେତେବେଳେ ଦଳ ଭିିତରେ ବିଦ୍ରୋହ…

Read More