Author: NAZMEEN PARWEEN

ପାଣ୍ଡିଆନ-ଧର୍ମେନ୍ଦ୍ରଙ୍କ ଚୋରା ପିରତି ? ଏମିତି ଏକ ଚର୍ଚ୍ଚା ଏବେ ରାଜ୍ୟ ରାଜନୀତି ଜୋର ଧରିଛିି । ମିଡିଆ ଜଗତର ଅଦଳବଦଲକୁ ଦେଖିଲା ପରେ ଏବେ ପୁଣିି ଏହି ଚର୍ଚ୍ଚା ଜୋର ଧରିଛି । ହଠାତ ବିଜେଡି ସମର୍ଥିତ ଚ୍ୟାନେଲରୁ ଏଡିଟରଙ୍କ ହଠାତ ଧର୍ମେନ୍ଦ୍ରଙ୍କ ସମର୍ଥିତ ଚ୍ୟାନେଲକୁ ଯିବା ଏବଂ ସେମାନେ ୟାଙ୍କୁ ସ୍ୱାଗତ କରିବା ଏବେ ଭିତିରି ଚୋରା ପିରତିକୁ ପଦାରେ ପକାଇଛି ।  ରାଜନୀତିରେ ଦଳ ବଦଳ ହୁଏ । ଆଉ ଏହି ରାଜନୀତି ଭିତରେ ସବୁଠୁ ବଡ ଭୁମିକା ଗ୍ରହଣ କରୁଥିବା ଗଣମାଧ୍ୟମରେ ବି ରାଜନୀତି ପାଇଁ ଏଡିଟରଙ୍କ ଅଦଳ ବଦଳ ହୁଏ ତାହା ଏବେ ଦେଖିବାକୁ ମିଳୁଛି । ରାଜ୍ୟ ବିଜେପିିରେ ଏବେ କେଉଁ ଭଲି ଭାବରେ ଗୋଷ୍ଠୀ କନ୍ଦଳ ତୀବ୍ର ହେଉଛି । ଧର୍ମେର୍ନ୍ଦ କ୍ୟ।ମ୍ପର ଲୋକେ କେମିତି ମୁହଁ ଫୁଲାଇ ବୁଲୁଛନ୍ତିି । ଏବଂ ମୋହନ ମନମୋହନ ଯୋଡି ଏବେ ରାଜ୍ୟରେ କିଭଳି…

Read More