Author: NAZMEEN PARWEEN

ଭାରତୀୟ ରାଜନୀତିର ଇତିହାସରେ ‘ଗାନ୍ଧୀ’ ସରନେମ୍ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ରହିଥାଏ। ତେବେ ଗତ କିଛିବର୍ଷ ଧରି ଭାରତୀୟ ଜନତା ପାର୍ଟି (ବିଜେପି) ଶିବିରରେ କୋଣଠେସା ହୋଇ ରହିଥିବା କିମ୍ବା ନିଷ୍କ୍ରିୟ ଥିବା ବରୁଣ ଗାନ୍ଧୀ ଏବେ ପୁଣିଥରେ ଚର୍ଚ୍ଚାକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ସାକ୍ଷାତକାର ଏବଂ ପଶ୍ଚିମବଙ୍ଗ ନିର୍ବାଚନର ଠିକ୍ ପୂର୍ବରୁ ଏହି ହଲଚଲ୍ ସୂଚାଉଛି ଯେ, ବଙ୍ଗ ବିଜୟ ପାଇଁ ବିଜେପି ଏଥର କୌଣସି ବି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ। କୁହାଯାଉଛି ଯେ, ବରୁଣଙ୍କୁ ବ୍ୟବହାର କରି ବିଜେପି ଏକ ବଡ଼ ‘ରାଜନୈତିକ ସର୍ଜିକାଲ ଷ୍ଟ୍ରାଇକ୍’ ପାଇଁ ପ୍ରସ୍ତୁତ ହେଉଛି। ପିଲିଭିତରୁ ପଶ୍ଚିମବଙ୍ଗ: ବରୁଣଙ୍କ ରାଜନୈତିକ ବନବାସର ଅନ୍ତ? ୨୦୨୪ ସାଧାରଣ ନିର୍ବାଚନରେ ବରୁଣ ଗାନ୍ଧୀଙ୍କୁ ତାଙ୍କର ପାରମ୍ପରିକ ଆସନ ପିଲିଭିତରୁ ଟିକେଟ୍ ଦିଆଯାଇନଥିଲା। ଏହା ପରଠାରୁ ସେ ଏବଂ ତାଙ୍କ ମା’ ମେନକା ଗାନ୍ଧୀ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ…

Read More