Author: Sarasinee Subudhi

ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ବ୍ୟବସାୟୀ ସଞ୍ଜୟ କପୁରଙ୍କର ମାତ୍ର ୫୩ ବର୍ଷ ବୟସରେ ହଠାତ୍ ହୃଦଘାତରେ ମୃତ୍ୟୁ ହୋଇଛି। କରିସ୍ମା କପୁରଙ୍କ ସହିତ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଜଣାପଡୁଛି ଯେ, ସେ ଲଣ୍ଡନର ଏକ ମୈଦାନରେ ପୋଲୋ ଖେଳୁଥିବାବେଳେ ହଠାତ୍ ତାଙ୍କ ମୁହଁରେ ଏକ ମହୁମାଛି ପଶିଯାଇଥିଲା । ସମ୍ଭବତଃ ମହୁମାଛିଟି ମୁହଁ ଭିତରେ ଡଙ୍କା ମାରିଥାଇପାରେ, ଯାହା ହୃଦଘାତର କାରଣ ହୋଇଥିଲା । ମହୁମାଛିର ଡଙ୍କ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହୋଇପାରେ ଏବଂ ଏହା ମୃତ୍ୟୁର କାରଣ ମଧ୍ୟ ହୋଇପାରେ। କିନ୍ତୁ ମହୁମାଛିର ଡଙ୍କା ହୃଦଘାତର କାରଣ ହେବା ସମ୍ଭବତଃ ଏକ ଅଭୂତପୂର୍ବ ଘଟଣା। ଆସନ୍ତୁ ଜାଣିବା ଏନେଇ କଣ କହୁଛନ୍ତି, ଫୋର୍ଟିସ ହସ୍ପିଟାଲ, ଶାଲିମାର ବାଗର କାର୍ଡିଓଲୋଜି ବିଭାଗର ମୁଖ୍ୟ ଡକ୍ଟର ନିତ୍ୟାନନ୍ଦ ତ୍ରିପାଠୀ। ଜାଣିବା ଯେ ମହୁମାଛିର କାମୁଡ଼ାରୁ ହୃଦଘାତ ହୋଇପାରେ କି ନାହିଁ। ମହୁମାଛି କାମୁଡ଼ାରୁ ଏପରି ଆସିଲା ହୃଦଘାତ ଡକ୍ଟର…

Read More