Author: Sarasinee Subudhi

ନେପାଳର ସୀମାବର୍ତୀ ଜିଲ୍ଲାଗୁଡ଼ିକରେ ମସଜିଦ ଓ ମଦରସା ନିର୍ମାଣରେ ତୁର୍କୀ ସାହାଯ୍ୟ କରୁଛି। ଏହି କାର୍ଯ୍ୟରେ ତୁର୍କୀର ଏକ ବେସରକାରୀ ସଂଗଠନ ଫାଉଣ୍ଡେସନ ଫର ହ୍ୟୁମାନ ରାଇଟସ ଆଣ୍ଡ ଫ୍ରିଡମସ ଆଣ୍ଡ ହ୍ୟୁମାନିଟେରିଆନ ରିଲିଫ (ଆଇଏଚଏଚ) ଜଡ଼ିତ ଅଛି। ଏହି ସଂଗଠନର ଚରମପନ୍ଥୀ ଗୋଷ୍ଠୀମାନଙ୍କ ସହ ସମ୍ପର୍କ ଥିବା କୁହାଯାଉଛି। ଏହାକୁ ତୁର୍କୀ ସରକାର ଏବଂ ଗୁଇନ୍ଦା ସଂସ୍ଥାମାନଙ୍କଠାରୁ ସମର୍ଥନ ମିଳୁଥିବା ଅଭିଯୋଗ ରହିଛି। ଆଇଏଚଏଚ ଭଳି ସଂଗଠନମାନେ ନେପାଳର ସ୍ଥାନୀୟ ଇସଲାମିକ ଗୋଷ୍ଠୀ ଯେପରିକି ଇସଲାମି ସଂଘ ନେପାଳ (ଆଇଏସଏନ) ସହ ମିଳିତ ହୋଇ ଅଳ୍ପସଂଖ୍ୟକ ମୁସଲମାନ ଜନସଂଖ୍ୟା ପାଇଁ ମସଜିଦ, ମଦରସା, ଅନାଥାଶ୍ରମ ଏବଂ ଇସଲାମିକ କେନ୍ଦ୍ର ନିର୍ମାଣ କରୁଛନ୍ତି। ଏହାର ବ୍ୟବହାର ଧର୍ମାନ୍ତରଣ ପାଇଁ ମଧ୍ୟ କରାଯାଉଛି। ଏକ ଗୁଇନ୍ଦା ରିପୋର୍ଟ ଅନୁସାରେ, ତୁର୍କୀ ବା ତୁର୍କିୟେ ଏବେ ନେପାଳରେ ନିଜ ଆଡ଼୍ଡା ତିଆରି କରୁଛି । ପାକିସ୍ତାନ ସହ ମିଶି ଭାରତର ସ୍ୱାର୍ଥ ପାଇଁ ଏକ…

Read More