Author: Sarasinee Subudhi

ଆଜି ସରକାରଙ୍କ ବର୍ଷପୂର୍ତ୍ତି। ଠିକ୍‍ ୧ ବର୍ଷ ତଳେ ମୋହନ ଚରଣ ମାଝୀ ବିରୋଧୀ ଦଳ ମୁଖ୍ୟ ସଚେତକରୁ ଶାସକ ଦଳ ନେତା ପାଲଟିଥିଲେ। ୧୬ ଜଣିଆ ମନ୍ତ୍ରିମଣ୍ଡଳ ସହ ଏକ ଭବ୍ୟ ଆୟୋଜନ ଭିତରେ ଶପଥ ଗ୍ରହଣ କରିଥିଲେ। ଏହି ବର୍ଷକ ଭିତରେ ସେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି। କେତେ ପୂରଣ ହୋଇଛି ଆଉ କେତେ ପୂରଣ ହୋଇନି ପୁଣି ଅନେକ ପଦକ୍ଷେପ ଏମିତି ରହିଛି ଯାହାକୁ ନେଇ ରାଜ୍ୟବାସୀଙ୍କୁ ବୋକା ବନାଇବାକୁ ଚାହିଁଛନ୍ତି ବିଜେପି ସରକାର। କିନ୍ତୁ ସରକାର ଏ କଥାକୁ ମାନିବା ବଦଳରେ ବ୍ୟାପକ ପ୍ରଚାର ପ୍ରସାର କରାଯାଇ ସବୁ ପ୍ରତିଶ୍ରୁତି ପୂରଣ କରିଛନ୍ତି ବୋଲି ଦାବି କରିଛନ୍ତି। ଆଜି ପଲିଟିକାଲ୍‍ ଭାଗବତରେ ଏମିତି କିଛି ବିନ୍ଦୁ ଆପଣଙ୍କ ସାମ୍ନାକୁ ଆଣିବାକୁ ଯାଉଛି ଯେଉଁଥିରେ ରହିଛି ସରକାରଙ୍କ ଭୂଆଁବୁଲା ପ୍ରୟାସ। ଆଜି ରାଜ୍ୟର କିଛି ଖ୍ୟାତନାମା ଖବରକାଗଜର ପ୍ରଥମ ପୃଷ୍ଠା ବିଜେପି…

Read More