Author: Sarasinee Subudhi

ଚିନ୍ତା ବଢାଇଲା ସୁନା ଦାମ୍‌ । ହୁତୁହୁତୁ ହୋଇ ପ୍ରତିଦିନ ବଢୁଛି ସୁନା ଦର। ସୁନାରେ ଏବେ ନିଆଁ ଲାଗିଯାଇଛି । ୨୩ ସେପ୍ଟେମ୍ବର ଅର୍ଥାତ୍‌ ମଙ୍ଗଳବାର ପୁଣି ବଢିଛି ସୁନା ଦର । ୨୪ କ୍ୟାରେଟ୍‌ ସୁନା ଦାମ ୧୦ ଗ୍ରାମ୍‌ ପିଛା ୧,୧୪,୩୩୦ ଟଙ୍କା ରହିଛି । ଯାହାକି ଗତକାଲି ୧,୧୩,୦୭୦ ଟଙ୍କା ଥିଲା । ଆଜି ଗୋଟିଏ ଦିନରେ ସୁନାଦର ୧,୨୬୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ୍‌ ୧,୦୪,୮୦୦ ଟଙ୍କା ରହିଛି । ଏହା ଗତକାଲି ୧,୦୩,୬୫୦ ଟଙ୍କା ଥିଲା । ଏଥିରେ ୧,୧୫୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୮୫,୭୫୦ ଟଙ୍କା ରହିଛି। ଗତକାଲି ୮୪,୮୧୦ ଟଙ୍କା ରହିଛି। ଏଥିରେ ୯୪୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି ରୁପା ଦାମ୍‌ ମଧ୍ୟ ବଢିଛି । ୧୦୦ ଗ୍ରାମ୍‌…

Read More