Author: Sarasinee Subudhi

ସାଧାରଣତଃ ଆପଣ ଶୁଣିଥିବେ ଯେ କଟ୍ଟର ଶତ୍ରୁତା ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟରେ ହୋଇଥାଏ, ଯେମିତି ଭାରତ-ପାକିସ୍ତାନ, ଉତ୍ତର କୋରିଆ-ଦକ୍ଷିଣ କୋରିଆ, ଜାପାନ-ଚୀନ। କିନ୍ତୁ ଚାରି ଦେଶ ଛାଡ଼ି ପଞ୍ଚମ ଦେଶ ସହ ଶତ୍ରୁତା ହେବା ବିରଳ। ତେବେ ଇସ୍ରାଏଲ ଓ ଇରାନର କାହାଣୀ କିଛି ଏପରି। ସେମାନେ ପଡ଼ୋଶୀ ନୁହଁନ୍ତି, ନା ପାଖାପାଖି ଅଛନ୍ତି। ଏପରି ମଧ୍ୟ ନୁହେଁ ଯେ ଉଭୟ ଦେଶର ସ୍ଥଳସେନା ପରସ୍ପର ସମ୍ମୁଖୀନ ହେବେ । ଶତ୍ରୁତାର ହିସାବ-କିତାବ ଉଭୟେ ବାୟୁ ଆକ୍ରମଣ ଦ୍ୱାରା ସମ୍ପୂର୍ଣ୍ଣ କରନ୍ତି। ଏପରି ସ୍ଥିତିରେ ଆପଣ କ’ଣ କହିପାରିବେ ଉଭୟଙ୍କ ମଧ୍ୟରେ ଦୂରତା କେତେ ହେବ? ଜାଣି ରଖନ୍ତୁ ଯେ ଇସ୍ରାଏଲ ଓ ଇରାନ ଉଭୟେ ଏସିଆ ମହାଦେଶରେ ଅବସ୍ଥିତ। କୌଣସି ସିଧା ରାସ୍ତା ନାହିଁ, ଅନୁମାନିତ ଦୂରତା ୨୫୦୦ କିମି ଉଭୟ ଦେଶ ମଧ୍ୟରେ କୌଣସି ସିଧା ସଡ଼କ ମାର୍ଗ ନାହିଁ। ଯାତ୍ରା ପାଇଁ ଅନେକ ଦେଶ ଦେଇ ଯିବାକୁ…

Read More