Author: Sarasinee Subudhi

ଭାରତରେ ଇଂରେଜମାନଙ୍କ ଆଗମନ ପୂର୍ବେ ଘରେ ନଳରୁ ପାଣି ଆସୁ ନଥିଲା। ପାନୀୟ ଜଳ ପାଇପ୍ ଲାଇନ୍ କଥା କେହି ଚିନ୍ତା ମଧ୍ୟ କରୁ ନଥିଲେ। କିନ୍ତୁ ୧୪୦ ବର୍ଷ ତଳେ ଭାରତର ଗୋଟିଏ ସହରର ବାସିନ୍ଦା ପ୍ରଥମ ଥର ପାଇଁ ପାଇପ୍ ଜରିଆରେ ପାଣି ପାଇଥିଲେ । ତେବେ ସେହି ସହର ବ୍ରିଟିଶ ଭାରତର ରାଜଧାନୀ କଲିକତା ନଥିଲା । ଆଉ ଏହାଠାରୁ ବି ରୋଚକ ଥିଲା ଯେ, ପାଇପ୍ ପାଣିକୁ ଅପବିତ୍ର କହି ବ୍ୟବହାର ନକରିବାକୁ କହିଥିଲେ ସେତେବେଳର ବ୍ରାହ୍ଣଣମାନେ । ପ୍ରଥମେ ପାଇପ୍ ପାଣି ପାଇଥିଲା ପୁଣେ ପୁଣେର ଲୋକମାନେ ଏହା ଉପରେ ଗର୍ବ କରନ୍ତି ଯେ ସେମାନଙ୍କ ସହରରେ ସର୍ବପ୍ରଥମେ ପାଇପଲାଇନ୍ ଓ ନଳ ମାଧ୍ୟମରେ ଲୋକଙ୍କ ଘରକୁ ପାଣି ପହଞ୍ଚିଥିଲା। ସେହି ସମୟରେ ଏହା ଏକ ସ୍ୱପ୍ନ ପରି ଥିଲା। ତେବେ କେଉଁ କାରଣରୁ ଇଂରେଜମାନେ କଲିକତା କିମ୍ବା ବମ୍ବେକୁ ଛାଡ଼ି ପୁଣେକୁ ୧୪୦…

Read More