Author: Sarasinee Subudhi

ସୋସିଆଲ ମିଡ଼ିଆରେ ଏପରି ଅନେକ ଭିଡିଓ ଆସିଛି, ଯେଉଁଥିରେ ବହୁତ ବଡ଼ ଚକ ବିଶିଷ୍ଟ ଏକ ବିଶେଷ ଯାନ ସାହାଯ୍ୟରେ ଭାରତୀୟ ସେନା ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳରେ ପଶି ଲୋକଙ୍କୁ ରକ୍ଷା କରୁଛି। ଏହି ଯାନଗୁଡ଼ିକ ମେକ୍ ଇନ୍ ଇଣ୍ଡିଆ ଅଟେ। ଆପଣ ଜାଣିଛନ୍ତି କି ଭାରତୀୟ ସେନା କେଉଁ ବିଶେଷ ଯାନ ସାହାଯ୍ୟରେ ପଞ୍ଜାବର ବନ୍ୟା ଜଳରେ ପଶି ଲୋକଙ୍କ ଜୀବନ ରକ୍ଷା କରୁଛି? ଏହି ଯାନଗୁଡ଼ିକ ଆରାମରେ ଜଳରେ ପଶି ପୀଡ଼ିତଙ୍କ ନିକଟରେ ପହଞ୍ଚୁଛି ଏବଂ ସେଠାରୁ ସେନା ସେମାନଙ୍କୁ ବାହାର କରି ନିରାପଦ ସ୍ଥାନକୁ ନେଇ ଆସୁଛି। ଏହି ଯାନଗୁଡ଼ିକୁ ଦେଖିଲେ ବିଶେଷ ପ୍ରକାରର ସାଂଜୁଆ ଯାନ ପରି ଲାଗୁଛି, ଯାହାର ଚକ ବହୁତ ବଡ଼ ଓ ଉଚ୍ଚ ଏବଂ ଜଳ ହଟାଇବା ପାଇଁ ଉପଯୁକ୍ତ। ଏହି ଯାନଗୁଡ଼ିକୁ ଆଡ଼ଭାନ୍ସ ଆମ୍ଫିବିୟସ ଅଲ ଟେରେନ ଭେହିକିଲ କୁହାଯାଏ। ନାମ ହେଉଛି ଏଟୋର ଏନ୧୨୦୦ (ଏଟିଭି)। ପଞ୍ଜାବର…

Read More