Author: Sarasinee Subudhi

ପାର୍ବଣ ଆରମ୍ଭରୁ ରାଜଧାନୀରେ କରାଇଲେଣି ଅପରାଧୀ। କେଉଁଠି ବଟି ପାଇଁ ତ କେଉଁଠି ଚାନ୍ଦା ପାଇଁ ଦେଖାଉଛନ୍ତି ଦାଦାଗିରି। ଦଳବଳ ହୋଇ ପହଞ୍ଚି ଯାଉଛନ୍ତି, ନଦେଲେ ଧମକଚମକ ଦେଉଛନ୍ତି। ଆକ୍ରମଣ କରିବାକୁ ହିଁ ପରେ ନାହାନ୍ତି। ଖାଲି ଏତିକି ନୁହେଁ, ଅନ୍ୟାସଗତ ଅପରାଧୀଙ୍କ ଦୌରାତ୍ମ୍ୟ ଟି ତାଲିକାରେ ୧୯୦୦ରୁ ଅଧିକଙ୍କ ନାମ ତଡ଼ିପାର ହେବେ କୁଖ୍ୟାତ ଅପରାଧୀ । କେଉଁଠି ଜମି ପାଇଁ ବୋମା ମାଡ଼ ହେଲାଣି ତ କେଉଁଠି ବନ୍ଧୁକ ଗଢିଲାଣି। ପୁଣି ବାର୍‌ରେ ମସ୍ତି କରି ରକ୍ତପାତ ଘଟିଲାଣି। ଚକେଇସିଆଣିରେ ପୂଜା ମଣ୍ଡପକୁ ନେଇ ଖଣ୍ଡା ବୁଲିବା, ସହିଦନଗର ଅଞ୍ଚଳରେ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ, ସତ୍ୟବିହାର ଅଞ୍ଚଳରେ ଏକ ବାରରେ ନିଶାଡ଼ିଙ୍କ ଆତଙ୍କ, ଭରତପୁର ଅଞ୍ଚଳରେ ବୋମାମାଡ଼ ଗତ କିଛିଦିନ ହେବ ଅପରାଧିଙ୍କ ଏଭଳି ଅରାଜକତାରୁ ରାଜଧାନୀର ଅପରାଧର ଚିତ୍ର ସ୍ପଷ୍ଟ ବାରି ହେଉଛି। ଏହା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ଭାଇଗିରି ଓ ଅପରାଧୀଙ୍କ…

Read More