Author: Sarasinee Subudhi

ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ (IRGC)ର ଜେନେରାଲ ମୋହସିନ୍ ରେଜାଇ ପାକିସ୍ତାନ ବିଷୟରେ ଏକ ଚାଞ୍ଚଲ୍ୟକର କଥା କହିଛନ୍ତି। ଇରାନୀ ଜେନେରାଲ କହିଛନ୍ତି ଯେ ପାକିସ୍ତାନ ଇରାନକୁ ପ୍ରସ୍ତାବ ଦେଇଛି ଯେ ଯଦି ଇସ୍ରାଏଲ ଶିଆ ଦେଶ ଉପରେ ପରମାଣୁ ବୋମା ମାଡ଼ କରେ, ତେବେ ଇସଲାମାବାଦ ମଧ୍ୟ ପରମାଣୁ ଅସ୍ତ୍ର ମାଡ଼ କରି ପ୍ରତିଶୋଧ ନେବ। ତେବେ ଇରାନର ଏହି ବୟାନ ପରେ, ପାକିସ୍ତାନ ଏହାକୁ ଏଡ଼ାଇ ଦେଇଛି। କେବଳ ଏତିକି ନୁହେଁ, ପାକିସ୍ତାନ ଇରାନ ସହିତ ସୀମା ବନ୍ଦ କରିଦେଇଛି। ଏହା ପରେ ମଧ୍ୟ, ଇରାନୀମାନେ ନିଜ ବୟାନରେ ଅଟଳ ଅଛନ୍ତି। ସୂତ୍ର ଅନୁସାରେ ପାକିସ୍ତାନ ଇରାନକୁ ଶାହିନ-୩ କ୍ଷେପଣାସ୍ତ୍ର ଦେବାକୁ ଚାହୁଁଛି ଯାହା ମଧ୍ୟମ ଦୂରତାରେ ଆକ୍ରମଣ କରିପାରିବ। ଏହି କ୍ଷେପଣାସ୍ତ୍ର ଇସ୍ରାଏଲ ପର୍ଯ୍ୟନ୍ତ ପରମାଣୁ ଆକ୍ରମଣ କରିବାକୁ ସକ୍ଷମ। ରିପୋର୍ଟ ଅନୁଯାୟୀ, ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ପାକିସ୍ତାନ…

Read More