Author: Sarasinee Subudhi

ଜିଜିଆ ହେଉଛି ଇସଲାମିକ୍ ଶାସନରେ ଅଣ-ମୁସଲମାନମାନଙ୍କଠାରୁ ଆଦାୟ କରାଯାଉଥିବା ଏକ କର, ଯାହା ସୁରକ୍ଷା ଏବଂ ସୈନ୍ୟ ସେବାରୁ ମୁକ୍ତି ବଦଳରେ ଦିଆଯାଉଥିଲା । ଭାରତରେ ଏହାର ଇତିହାସ ମୁସଲମାନ ଆକ୍ରମଣକାରୀମାନଙ୍କ ଆଗମନ ସହିତ ଜଡ଼ିତ, ଏବଂ ଏହା କେବଳ ଆର୍ଥିକ ବୋଝ ନୁହେଁ, ବରଂ ଅଣ-ମୁସଲମାନମାନଙ୍କୁ ଅପମାନିତ କରିବାର ଏକ ଉପାୟ ମଧ୍ୟ ଥିଲା । ଜିଜିଆର ଆରମ୍ଭ ଏବଂ ଭାରତରେ ପ୍ରଥମ ଆଦାୟ ଭାରତରେ ଜିଜିଆର ଇତିହାସ ସପ୍ତମ ଶତାବ୍ଦୀରେ ଆରବ ଆକ୍ରମଣକାରୀମାନଙ୍କ ଆଗମନ ସହିତ ଆରମ୍ଭ ହୋଇଥିଲା । ୭୧୨ ଖ୍ରୀଷ୍ଟାବ୍ଦରେ ମୁହମ୍ମଦ ବିନ୍ କାସିମ୍ ଦ୍ୱାରା ସିନ୍ଧୁ ପ୍ରଦେଶ ଅଧିକୃତ ହେବା ସହ ଭାରତରେ ଇସଲାମିକ ଶାସନ ଆରମ୍ଭ ହୋଇଥିଲା । ଏହା ସହିତ ସିନ୍ଧୁ ପ୍ରଦେଶର ହିନ୍ଦୁ ଏବଂ ବୌଦ୍ଧମାନଙ୍କୁ ଇସଲାମ୍ ଗ୍ରହଣ କିମ୍ବା ଜିଜିଆ ଦେବାକୁ ବାଧ୍ୟ କରାଯାଇଥିଲା । ଏହି ସମୟରେ ଜିଜିଆ କେବଳ ଏକ କର ନୁହେଁ, ବରଂ ଅଣ-ମୁସଲମାନମାନଙ୍କୁ…

Read More