Author: Sarasinee Subudhi

ଦିଲ୍ଲୀର ପ୍ରଦୂଷଣ ଏବେ କେବଳ ଜୀବଜଗତ କି ପରିବେଶ ନୁହେଁ ଐତିହସ୍ଥଳୀ ଗୁଡିକୁ ଖରାପ କରିବାରେ ଲାଗିଲାଣି। ଦିଲ୍ଲୀର ପ୍ରଦୂଷଣ ଏବେ ଐତିହାସିକ ଲାଲକିଲ୍ଲା ଉପରେ ପ୍ରଭାବ ପକାଉଛି। ଦିଲ୍ଲୀର ବିଷାକ୍ତ ବାୟୁ ଯୋଗୁଁ ଲାଲକିଲ୍ଲା କଷ୍ଟ ପାଉଛି। ଏକ ସାମ୍ପ୍ରତିକ ରିପୋର୍ଟରେ ଦାବି କରାଯାଇଛି ଯେ ଲାଲକିଲ୍ଲାର କାନ୍ଥରେ କଳା ସ୍ତର ଜମା ହେଉଛି। ଏକ ନୂତନ ଇଣ୍ଡୋ-ଇଟାଲୀୟ ଅଧ୍ୟୟନ ଅନୁଯାୟୀ, ୧୭ଶ ଶତାବ୍ଦୀର ସ୍ମାରକୀର ଲାଲ ବାଲିପଥର କାନ୍ଥରେ କଳା ସ୍ତର ଲଗାତାର ଜମା ହେଉଛି, ଯାହା ଏହାର ଗଠନ ଏବଂ ସୌନ୍ଦର୍ଯ୍ୟକୁ ବିପଦରେ ପକାଇଛି। ଏହି ଅଧ୍ୟୟନ ହେଉଛି ୧୬୩୯ ରୁ ୧୬୪୮ ମଧ୍ୟରେ ସମ୍ରାଟ ଶାହଜାହାନଙ୍କ ଦ୍ୱାରା ନିର୍ମିତ ଐତିହାସିକ ସ୍ମାରକୀକୁ ସହରାଞ୍ଚଳ ବାୟୁ ପ୍ରଦୂଷଣ କିପରି ପ୍ରଭାବିତ କରୁଛି ତାହାର ପ୍ରଥମ ବ୍ୟାପକ ବୈଜ୍ଞାନିକ ତଦନ୍ତ। ଅଧ୍ୟୟନର ଶୀର୍ଷକ – ଏକ ସାଂସ୍କୃତିକ ଐତିହ୍ୟ କୋଠା ଉପରେ ବାୟୁ ପ୍ରଦୂଷଣର ପ୍ରଭାବ ବିଶ୍ଳେଷଣ ପାଇଁ…

Read More