Author: Sarasinee Subudhi

ଜୁନ୍ ମାସରେ ଗୋପାଳପୁର ବେଳା ଭୂମିରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ୪ ମାସ ବିତି ନଥିବା ବେଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ବାଲିହରିଚଣ୍ଡି ବେଳାଭୂମିରେ ପୁଣି ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି । ଜଣେ କିଶୋରୀକୁ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ ୪ଜଣ ଯୁବକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଶନିବାର ଘଟିଥିବା ବେଳେ ସୋମବାର ଏନେଇ ଏକ ଅଭିଯୋଗ ଦାଖଲ ହେବା ପରେ ଘଟଣାଟି ସର୍ବସମ୍ମୁଖରେ ପ୍ରକାଶ ପାଇଥିଲା, ଯାହା ଫଳରେ ଦୁଇ ଅଭିଯୁକ୍ତ – ଚାଣ୍ଡିପୁଟ ଗ୍ରାମର କାଳିଆ ବେହେରା ଏବଂ ସିବା ସାହୁଙ୍କୁ ଗିରଫ କରିଛି ପୋଲିସ। ଏହାସହ ମୁଖ୍ୟ ଅଭିଯୁକ୍ତ ମନୋଜ ବେହେରାକୁ ଆନ୍ଧ୍ରପ୍ରଦେଶରୁ ଗିରଫ କରିଛି ପୁରୀ ପୋଲିସ । ସଦର ଥାନା ଆଇଆଇସି ନେତୃତ୍ୱରେ ଗୋଟିଏ ଟିମ ତାର ଫୋନକୁ ଟ୍ରାକ କରି ଗିରଫ କରିଥିବା ସଦର ସିଡିପିଓ ସୂଚନା ଦେଇଛନ୍ତି ।…

Read More