Author: TRUPTIMAYEE SAHOO

ଓଡ଼ିଶା ରାଜନୀତିରେ ‘ବିଜୟ-ନବୀନ’ ଲଢ଼େଇ ଏକ ଦଶନ୍ଧିର ପୁରୁଣା ଅଧ୍ୟାୟ। କିନ୍ତୁ ୨୦୨୬ ରାଜ୍ୟସଭା ନିର୍ବାଚନରେ ଦିଲ୍ଲୀପ ରାୟଙ୍କ ବିଜୟ ପରେ ବରିଷ୍ଠ ନେତା ବିଜୟ ମହାପାତ୍ର ଯେଉଁ ବିସ୍ଫୋରକ ସ୍ୱୀକାରୋକ୍ତି କରିଛନ୍ତି, ତାହା ପ୍ରମାଣ କରିଛି ଯେ ରାଜନୀତିରେ କେହି ହାରିନଥାନ୍ତି, କେବଳ ସମୟ ଓ ସୁଯୋଗର ଅପେକ୍ଷା ଥାଏ। ବିଜୟଙ୍କ ମନ୍ତବ୍ୟ ପରେ ଏବେ ଏହା ସ୍ପଷ୍ଟ ହୋଇଛି ଯେ, ଗତ ଜାନୁଆରୀ ମାସରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପଛରେ ନବୀନ ପଟ୍ଟନାୟକଙ୍କ ଯେଉଁ ଆଶଙ୍କା ଥିଲା, ତାହା ସମ୍ପୂର୍ଣ୍ଣ ସତ୍ୟ ଥିଲା। ଜାନୁଆରୀ ୧୫: ନବୀନଙ୍କ ‘ସର୍ଜିକାଲ ଷ୍ଟ୍ରାଇକ୍’ ଓ ଅପ୍ରତ୍ୟାଶିତ କାର୍ଯ୍ୟାନୁଷ୍ଠାନ ଗତ ଜାନୁଆରୀ ୧୫ ତାରିଖରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସମସ୍ତଙ୍କୁ ଚକିତ କରି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ବୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦଳରୁ ନିଲମ୍ବିତ କରିଥିଲେ। ସେତେବେଳେ ‘ଦଳ ବିରୋଧୀ କାର୍ଯ୍ୟ’…

Read More