Author: TRUPTIMAYEE SAHOO

ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ଏପର୍ଯ୍ୟନ୍ତ ଅନେକେ ଭାବୁଥିଲେ ଯେ ଇରାନର ପଲ୍ଲା ଭାରି ରହିଛି, କାରଣ ସେମାନେ କ୍ରମାଗତ ଭାବେ ମିସାଇଲ୍ ଏବଂ ଡ୍ରୋନ୍ ମାଡ଼ କରୁଛନ୍ତି। କିନ୍ତୁ ବାସ୍ତବତା କିଛି ଅଲଗା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟ ଏବେ ଇରାନ ଶିବିରରେ କମ୍ପନ ସୃଷ୍ଟି କରିଛି। ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ସେ ପୂରା ଇରାନକୁ ବରବାଦ କରିଦେବେ। କ’ଣ ରହିଛି ଏହି ପୂରା ଘଟଣା ଏବଂ ଆଗାମୀ ୨୪ ଘଣ୍ଟା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ?  ଇରାନ ପାଇଁ ସବୁଠାରୁ ବଡ଼ ଝଟକା ତାଙ୍କର ଏକ ପ୍ରୋପାଗାଣ୍ଡା ପ୍ଲାନ୍ ଫେଲ୍ ହେବା। ଆମେରିକାର ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଜଣେ ଆମେରିକୀୟ ପାଇଲଟ୍ ଇରାନ ସୀମା ଭିତରେ ଫସି ରହିଥିଲେ। ଇରାନ ଚାହୁଁଥିଲା ସେହି ପାଇଲଟ୍‌କୁ ଗିରଫ କରି ବିଶ୍ୱ…

Read More