Author: Anasuya Das

 K-4 missile : ଆଇଏନ୍ଏସ୍ ଅରିଘାତଠାରୁ ୩,୫୦୦ କିଲୋମିଟର ଦୂରତା ବିଶିଷ୍ଟ କେ-୪ କ୍ଷେପଣାସ୍ତ୍ରର ଏହା ଥିଲା ପ୍ରଥମ ପରୀକ୍ଷଣ। ଅଗଷ୍ଟ ମାସରେ ଏହି ବୁଡ଼ାଜାହାଜକୁ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା। ଆଇଏନ୍ଏସ୍ ଅରିଘାତରୁ ହେଲା ପରୀକ୍ଷଣ ପରମାଣୁ କ୍ଷମତାସମ୍ପନ୍ନ ବାଲିଷ୍ଟିକ କ୍ଷେପଣାସ୍ତ୍ର କେ-୪କୁ ସଫଳତାର ସହ ପରୀକ୍ଷା କରିଛି ଭାରତ। ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିଘାତଠାରୁ ଭାରତ ୩,୫୦୦ କିଲୋମିଟର ଆକ୍ରମଣ ପାଇଁ ଡିଜାଇନ୍ ହୋଇଥିବା ପରମାଣୁ କ୍ଷମତା ସମ୍ପନ୍ନ ବୁଡ଼ାଜାହାଜ-ପ୍ରକ୍ଷେପିତ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର (ଏସ୍ଏଲବିଏମ)ର ପରୀକ୍ଷଣ କରିଛି। ୩୫୦୦ କିଲୋମିଟର ଦୂରତା ବିଶିଷ୍ଟ କେ-୪ କ୍ଷେପଣାସ୍ତ୍ରର ଏହା ଥିଲା ପ୍ରଥମ ପରୀକ୍ଷଣ। ଅଗଷ୍ଟ ମାସରେ ଏହି ବୁଡ଼ାଜାହାଜକୁ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା। ଗତକାଲି ଠୁ ଆସନ୍ତା ୩୦ ତାରିଖ ମଧ୍ୟରେ ୩୪୯୦ କିଲୋମିଟର ଉଡ଼ାଣ କରିଡରରେ ମଧ୍ୟମ ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଭାରତ ନୋଟିସ୍ ଟୁ ଏୟାରମ୍ୟାନ୍ (ନୋଟାମ୍) ଜାରି କରିବା ସହ…

Read More