Author: Anasuya Das

ବ୍ରେଲି: ଦୃଷ୍ଟିହୀନ ଲୋକଙ୍କ ପଢ଼ିବା ଏବଂ ଲେଖିବା ପାଇଁ ଏକ ସ୍ପର୍ଶୀୟ ଲେଖା ପ୍ରଣାଳୀ  ସରକାର କେବଳ ଯୁକ୍ତ ୨ ପର୍ଯ୍ୟନ୍ତ ଯୋଗାଉଛନ୍ତି ବହି ଜାତୀୟ ଶିକ୍ଷାନୀତି-୨୦୨୦କୁ ବର୍ତ୍ତମାନ ଉଚ୍ଚଶିକ୍ଷା ସ୍ତରରେ କାର୍ଯ୍ୟକାରୀ କରିବାକୁ ଓଡ଼ିଶା ସରକାର ପ୍ରସ୍ତୁତି ଚଳାଇଥିବା ବେଳେ କଲେଜ ଓ ସରକାରୀ ବିଶ୍ୱବିଦ୍ୟାଳୟରେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ବିଚାରକୁ ନେଇ ନାହାନ୍ତି। ସେମାନଙ୍କ ଆବଶ୍ୟକ ଥିବା ପାଠ୍ୟକ୍ରମ ସମ୍ବନ୍ଧୀୟ ପୁସ୍ତକ ସାଧାରଣ ଛାତ୍ରଛାତ୍ରୀଙ୍କ ପରି ରାଜ୍ୟ ସରକାର ସ୍ନାତକ, ଏମଏ, ବିଏଡ୍ କିମ୍ବା ପିଏଚଡ଼ି ପଢ଼ୁଥିବା ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ବ୍ରେଲି ବହି ପ୍ରଦାନ କରୁନାହାନ୍ତି | ଦୃଷ୍ଟିହୀନ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ରାଜ୍ୟ ସରକାରଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ବ୍ରେଲି ଫର୍ମାଟରେ ପାଠ୍ୟକ୍ରମ ସମ୍ବନ୍ଧୀୟ ପୁସ୍ତକ ପ୍ରଦାନ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। ଯାହା କି ଉଚ୍ଚଶିକ୍ଷା ହାସଲ କରିବା ପାଇଁ ସେମାନଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ୁଛି। ବର୍ତ୍ତମାନ ରାଜ୍ୟ ସରକାର…

Read More