Author: Anasuya Das

ଗତ ଜୁନ୍ ମାସରେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପୁଣି ବିଧାନସଭାରେ ବିଧାୟକମାନେ ଏକଜୁଟ ହୋଇ ନିଜର ଦରମା ଓ ଭତ୍ତା ବୃଦ୍ଧି ପାଇଁ ଦାବି କରିଛନ୍ତି । ଭତ୍ତା ବୃଦ୍ଧି ପାଇଁ ବି କଲେ ଦାବି ଗଢା ହେଲା କମିଟି ୨୦୨୪ ଜୁନ ମାସରେ ରାଜ୍ୟରେ କ୍ଷମତାକୁ ଆସିଛି ବିଜେପି ସରକାର। ବହୁ ଆଶା ନେଇ ୨୪ ବର୍ଷର ବିଜେଡ଼ି ସରକାରକୁ ହଟାଇ ନୂଆ ସରକାରକୁ ଗାଦିରେ ବସାଇଥିଲେ ଲୋକେ। ତେବେ ନୂଆ ସରକାର ଆସିବା ପରେ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଦରଦାମ କମିବା ପରିବର୍ତ୍ତେ ହୁ ହୁ ହୋଇ ବଢ଼ି ଚାଲିଛି। ଯାହା ସାଧାରଣ ଜନତାଙ୍କ ପକେଟକୁ ଭାରି ବାଧୁଛି। ଆଳୁପିଆଜ,  ଅଦାରସୁଣ ଠୁ ଆରମ୍ଭ କରି ତେଲଲୁଣ ପର୍ଯ୍ୟନ୍ତ ସବୁ ଜିନିଷର  ଦର ଆକାଶ ଛୁଆଁ ହୋଇଛି। ଏଥିପ୍ରତି ସରକାରଙ୍କ ନିଘା ନାହିଁ। କିନ୍ତୁ ନିଜ ଦରମା ଓ ଭତ୍ତା କିପରି ବୃଦ୍ଧି ପାଇବ ସେ…

Read More