Author: Anasuya Das

ଆର୍ଥିକ ସେବା କ୍ଷେତ୍ରରେ ଆସିବ ସଂସ୍କାର ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଦ୍ୱାରା ଭାରତ-ବ୍ରିଟେନ ଆର୍ଥିକ ବଜାର ଆଲୋଚନାର ତୃତୀୟ ବୈଠକ ଗୁଜରାଟର ଗିଫ୍ଟ ସିଟିରେ ଅନୁଷ୍ଠିତ ହୋଇଯାଇଛି। ଭାରତ ଏବଂ ବ୍ରିଟେନର ଅଂଶଗ୍ରହଣକାରୀମାନେ ପୁଞ୍ଜି ବଜାର, ବୀମା ଏବଂ ପେନସନ, ଫିନଟେକ୍, ସ୍ଥାୟୀ ଆର୍ଥିକ ଏବଂ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ସମେତ ସମ୍ପୃକ୍ତ ଆର୍ଥିକ ସେବା କ୍ଷେତ୍ରରେ ସଂସ୍କାର ଉପରେ ମତ ରଖିଥିଲେ। ଆର୍ଥିକ ସେବାରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଆନ୍ତଃ ନିୟାମକ ସହଯୋଗ ଏବଂ ଘରୋଇ କ୍ଷେତ୍ର ସହଯୋଗର ସୁଯୋଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା ଭାରତୀୟ ଅର୍ଥ ମନ୍ତ୍ରଣାଳୟ ଏବଂ ଏଚ୍ ଏମ୍ ଟ୍ରେଜେରିର ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ), ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି), ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର କର୍ତ୍ତୃପକ୍ଷ (ଆଇଏଫ୍ଏସସିଏ), ଭାରତୀୟ ବୀମା ନିୟାମକ ଓ ବିକାଶ…

Read More