Author: Anasuya Das

ଓଡ଼ିଶା ମଣ୍ଡପ ବୁଲିଲେ ପ୍ରବାସୀ ଓଡ଼ିଆ ଓଡ଼ିଶା ପ୍ରସିଦ୍ଧ ପାଟ, ବମକେଇ, ଟସର ସିଲକ ଶାଢ଼ିର ଚାହିଦା ଡାଲମା, ଦହିବରା, ରସଗୋଲା, ଛେନାପୋଡ଼ର ଆକର୍ଷଣ ମନ ମୋହୁଛି ପ୍ରସିଦ୍ଧ ଚିତ୍ରକଳା ଏବଂ ହସ୍ତଶିଳ୍ପ ହରିୟାଣାର କୁରୁକ୍ଷେତ୍ରରେ ଦେଖିବାକୁ ମିଳିଛି ଆମ ଓଡ଼ିଆ ସଂସ୍କୃତିର ଝଲକ। ଚଳିତବର୍ଷ ଗୀତା ମହୋତ୍ସବରେ ଓଡ଼ିଶା ପାର୍ଟନର ଷ୍ଟେଟ୍ ଭାବେ ଯୋଗ ଦେଇଛି। କୋଣାର୍କ ଚକ୍ର ଠାରୁ ଆରମ୍ଭ କରି ଓଡ଼ିଶୀ ନୃତ୍ୟ, ଓଡ଼ିଶା ମଣ୍ଡପରେ ଓଡ଼ିଶାର କଳା, ଭାସ୍କର୍ଯ୍ୟ, ସଂସ୍କୃତି ଏବଂ ଐତିହ୍ୟର ଏକ ନିଚ୍ଛକ ପ୍ରତିଫଳନ ଦେଖିବାକୁ ମିଳୁଛି। ଏହା ଦ୍ୱାରା ଦେଶ-ବିଦେଶରୁ ଆସୁଥିବା ବିଭିନ୍ନ ଦର୍ଶକମାନେ ଓଡ଼ିଶାର ଗୌରବମୟ ଇତିହାସ ଏବଂ ସଂସ୍କୃତି ସମ୍ବନ୍ଧରେ ଅବଗତ ହୋଇପାରୁଛନ୍ତି। ଆମେ ମଧ୍ୟ ପ୍ରତିଦିନ ଓଡ଼ିଶା ମଣ୍ଡପ ବୁଲିବାକୁ ଆସୁଛୁ ଏବଂ ଓଡ଼ିଶା ସରକାରଙ୍କ ଏହି ପ୍ରୟାସ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି”, ଏହିପରି ମନ୍ତବ୍ୟ ରଖିଛନ୍ତି ହରିୟାଣା କୁରୁକ୍ଷେତ୍ର ନ୍ୟାସନାଲ ଇନଷ୍ଟିଚୁଟ୍ସ ଅଫ୍…

Read More