Author: TRUPTIMAYEE SAHOO

ଏକ ଛୋଟ ପିଲା ବର୍ତ୍ତମାନ ଭାରତ ସମେତ ସମଗ୍ର ବିଶ୍ୱକୁ ଉଜାଗର ରଖିଛି । ତାଙ୍କର ଏହି ‘ଖେଳ’ ସମସ୍ତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି । ୨୦୨୬ରେ, ଏହି ଛୋଟ ପିଲା ଯୋଗୁଁ ଲୋକମାନେ କଷ୍ଟର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଏହି ଛୋଟ ପିଲାଟି ହେଉଛି ‘ଏଲ୍ ନିନୋ’ । ଏକ ଶବ୍ଦ ଯାହାର ସ୍ପାନିସ୍ ଭାଷାର ଅନୁବାଦ ‘ଦି ଲିଟିଲ୍ ବୟ’ । ଏବେ ଭାରତ ପାଣିପାଗ ବିଭାଗ (IMD) ମଧ୍ୟ ଏହି ଘଟଣା ସମ୍ପର୍କରେ ଚିନ୍ତା ପ୍ରକାଶ କରିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ୨୦୨୬ ରେ ମୌସୁମୀ ବର୍ଷା ହାରାହାରି ସ୍ତର ତଳେ ପଡ଼ିବ । ଏହାର ପଛରେ ଦୋଷୀ ଆଉ କେହି ନୁହେଁ ବରଂ ଏହି ‘ଛୋଟ ପିଲା’ : ‘ଏଲ୍ ନିନୋ” । ଯାହା ବର୍ତ୍ତମାନ ପ୍ରଶାନ୍ତ ମହାସାଗରର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିକଶିତ ହେଉଛି…

Read More