Author: TRUPTIMAYEE SAHOO

ରାଜନୀତିରେ ବେଳେବେଳେ ଏମିତି ଏକ ମୁହୂର୍ତ୍ତ ଆସେ, ଯେଉଁଠି କ୍ଷମତା ଆଗରେ ଆଖିଲୁହ ଏବଂ ନ୍ୟାୟର ଶକ୍ତି ଜୟଲାଭ କରେ । ଆଜି ପଶ୍ଚିମବଙ୍ଗରୁ ଏମିତି ଏକ ଖବର ଆସିଛି, ଯାହା କେବଳ ଟିଏମସିର ଗଡ଼କୁ ଦୋହଲାଇ ଦେଇନାହିଁ, ବରଂ ସାରାଦେଶକୁ ଏକ ବଡ଼ ସଙ୍କେତ ଦେଇଛି । ଆରଜି କର ହସ୍ପିଟାଲର ସେହି ଦୁର୍ଭାଗ୍ୟଜନକ ଦୁଷ୍କର୍ମ ଓ ହତ୍ୟା ମାମଲାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ମା’ ରତ୍ନା ଦେବନାଥ ଏବେ ଏକ ବଡ଼ ବିଜୟ ଦିଗରେ ଆଗେଇ ଚାଲିଛନ୍ତି । ପାନିହାଟ୍ ଆସନଟି ପାରମ୍ପରିକ ଭାବେ ଟିଏମସିର ଗଡ଼ ଭାବେ ଜଣାଶୁଣା । ୨୦୧୧, ୨୦୧୬ ଏବଂ ୨୦୨୧ରେ ଲଗାତାର ତିନି ତିନି ଥର ଏଠାରେ ନିର୍ମଳ ଘୋଷ ଜିତି ଆସୁଥିଲେ । କିନ୍ତୁ ଏଥର ଚିତ୍ର ପୁରା ଓଲଟି ଯାଇଛି । ଆରଜି କର ଘଟଣା ପରେ ଲୋକଙ୍କ ମନରେ ଥିବା କ୍ରୋଧ ଏବଂ ନ୍ୟାୟ…

Read More