Author: TRUPTIMAYEE SAHOO

ଭାରତୀୟ ରାଜନୀତିରେ ନିର୍ବାଚନ ଆସିଲେ କିଛି ଚେହେରା ଟିଭି ପରଦାରେ ଏବଂ ସୋସିଆଲ୍ ମିଡିଆରେ ଚମକିବାକୁ ଲାଗନ୍ତି । କିଏ ନିଜକୁ ‘ଆଧୁନିକ ଚାଣକ୍ୟ’ କହେ ତ ଆଉ କିଏ ‘ସେଫୋଲୋଜିଷ୍ଟ’ ବା ନିର୍ବାଚନୀ ବିଶେଷଜ୍ଞର ମଲାମ ପିନ୍ଧି ଡାଟା ପଢେ । ପ୍ରଶାନ୍ତ କିଶୋର, ଯୋଗେନ୍ଦ୍ର ଯାଦବ ଏବଂ ପ୍ରଦୀପ ଗୁପ୍ତା – ଏହି ତିନୋଟି ନାମ ତ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଏମାନେ କ’ଣ ସତରେ କୌଣସି ବୈଜ୍ଞାନିକ ପଦ୍ଧତିରେ ନିର୍ବାଚନ ବିଶ୍ଳେଷଣ କରନ୍ତି ନା କେବଳ ପବନର ଗତି ଦେଖି ‘ତୁକ୍କା’ ମାରନ୍ତି? କାହିଁକି ଏମାନଙ୍କର ଭବିଷ୍ୟବାଣୀ ବାରମ୍ବାର ଭୁଲ୍ ହେଉଛି? ସବୁଠାରୁ ପ୍ରଥମେ ଆସେ ପ୍ରଶାନ୍ତ କିଶୋରଙ୍କ କଥା । ନିକଟରେ ତାମିଲନାଡୁ ନିର୍ବାଚନ ଫଳାଫଳ ପରେ ପ୍ରଶାନ୍ତ କିଶୋରଙ୍କ ଡିଜିଟାଲ୍ ଆର୍ମି ପୁଣିଥରେ ସକ୍ରିୟ ହୋଇଯାଇଛି । କୁହାଯାଉଛି ଯେ ପ୍ରଶାନ୍ତ କିଶୋର ବିଜୟଙ୍କୁ ନିର୍ବାଚନ ଜିତାଇଦେଲେ, ପ୍ରଶାନ୍ତ କିଶୋର…

Read More