Author: Anasuya Das

NIA: ଆତଙ୍କୀ ଆକ୍ରମଣ ପରେ ସେ ଘରକୁ ଫେରିଥିଲେ ଏବଂ ବହୁତ ଭୟଭୀତ ଥିଲେ ବୋଲି ସେ କହିଛନ୍ତି। ପରଦିନ ପୁଲିସ ତାଙ୍କୁ ପଚରାଉଚରା ପାଇଁ ଉଠାଇ ନେଇଥିଲା ବୋଲି ଅହମ୍ମଦ କହିଛନ୍ତି। ଏପ୍ରିଲ ୨୨ ତାରିଖରେ ପହଲଗାମର ବୈସରଣ ଘାଟିରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିବା ପରେ ‘ଅଲ୍ଲାହୁ ଆକବର’ ନାରା ଦେଉଥିବା ଜିପଲାଇନ୍ ଅପରେଟର ମୁଜାମିଲ ଅହମ୍ମଦ କୁମହରଙ୍କୁ ପଚରାଉଚରା ପାଇଁ ଏନ୍ଆଇଏ ଉଠାଇ ନେଇଛି। ଅହମ୍ମଦାବାଦର ଜଣେ ପର୍ଯ୍ୟଟକ ଋଷି ଭଟ୍ଟ ଏହି ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଦିନ ଜିପଲାଇନରେ ଯାତ୍ରା କରୁଥିବା ବେଳେ ସୁଟ୍ କରିଥିବା ଏକ ସେଲ୍ଫି ଭିଡିଓରେ ମୁଜାମିଲ ତିନି ଥର ‘ଅଲ୍ଲାହୁ ଆକବର’ ସ୍ଲୋଗାନ ଦେଉଥିବାର ଶୁଣିବାକୁ ମିଳିଛି। ମୁଜାମିଲଙ୍କ ପିତା କହିଛନ୍ତି ଯେ ତାଙ୍କ ପୁଅ ସୋମବାର ଅନନ୍ତନାଗସ୍ଥିତ ତାଙ୍କ ଘରକୁ ଆସିଥିଲା ଏବଂ ସନ୍ଧ୍ୟାରେ ପୁଲିସ ତାଙ୍କୁ ଉଠାଇ ନେଇଥିଲା। ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରକୁ…

Read More