Author: TRUPTIMAYEE SAHOO

Model Gram Panchayat: ସ୍ଵାସ୍ଥ୍ୟ ପଦକ୍ଷେପ ଗୁଡିକର ସଫଳତା ନିମନ୍ତେ ପଞ୍ଚାୟତର ସହଯୋଗ ଗୁରୁତ୍ଵପୂର୍ଣ୍ଣ ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ଆଦର୍ଶ ଗ୍ରାମ ପଞ୍ଚାୟତ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ୨୦୨୫ ମାର୍ଚ୍ଚ ୫ ତାରିଖରେ ନୂଆଦିଲ୍ଲୀ ଠାରେ ଆଦର୍ଶ ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତ ଉପରେ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଳନର ଏକ ଅଂଶ ଭାବରେ ଆୟୋଜିତ ଏହି ଜାତୀୟ ସମ୍ମିଳନୀରେ ଦେଶର ବଛାବଛା ଗ୍ରାମ ପଞ୍ଚାୟତର ୧୫୦୦ରୁ ଅଧିକ ନିର୍ବାଚିତ ପ୍ରତିନିଧି ଓ କର୍ମକର୍ତ୍ତା ଶାରୀରିକ ଓ ଆଭାଷୀ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ।  ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଏବଂ କେନ୍ଦ୍ର ପଞ୍ଚାୟତିରାଜ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍ ପି ସିଂହ ବାଘେଲ ଉପସ୍ଥିତ ଥିଲେ।  ଏହି କାର୍ଯ୍ୟକ୍ରମରେ ସଚିବ ବିବେକ ଭରଦ୍ୱାଜ ଏବଂ ଅତିରିକ୍ତ ସଚିବ ସୁଶୀଲ କୁମାର…

Read More