Author: TRUPTIMAYEE SAHOO

VK Pandian: ସନ୍ନ୍ୟାସ ନାଟକର ପର୍ଦ୍ଦାଫାସ କଲେ ମନ୍ମଥ ରାଉତରାୟ ପାନ ଗୁଆ ଖଇର ଗୁଆକାତି… ଆହା କି ସୁନ୍ଦର ରାଜନୀତି… ଏହାଥିଲା ପ୍ରଶାନ୍ତ ନନ୍ଦଙ୍କ ଏକ ସିନେମାର ଗୀତ। ସେତେବେଳେ ଏହି ଗୀତ ବହୁତ ଲୋକପ୍ରିୟ ହୋଇଥିଲା। ଯିଏ ରାଜନୀତିରେ ଥରେ ପାଦ ଦେଇଛି ସେ ଜାଣିଛି ଏଥିରେ କଣ ମହୁ ଅଛି। ଯାହାର ପାଟିରେ ଥରେ ଏହି ମିଠା ଲାଗିଛି ସେ ତାକୁ ଜୀବନସାରା ଭୁଲି ପାରିବ ନାହିଁ। ସଦ୍ୟତମ ଘଟଣାକୁ ଦେଖିଲେ ଏହା କେତେ ସତ ତାହା ସହଜେ ଅନୁମେୟ।  ଯଦି ଆମେ ବିଜେଡ଼ିର ରାଜନୀତି ଉପରେ ଦୃଷ୍ଟି ପକାଇବା ତାହାଲେ ଏବେବି ଦଳର ସୁପରବସ ରହିଛନ୍ତି ଭି.କେ. ପାଣ୍ଡିଆନ। ପାଣ୍ଡିଆନଙ୍କ କବଜାରେ ଏବେ ବି ରହିଛି ବିଜେଡି। ପାଣ୍ଡିଆନଙ୍କ ଇସାରାରେ ଚାଲିଛି ଦଳ। ନବୀନ ନିବାସରେ ସକ୍ରିୟ ରହିଛନ୍ତି ପାଣ୍ଡିଆନ। ପ୍ରତିଦିନ ଭେଟୁଛନ୍ତି ଦଳର ନେତା ଓ ବିଧାୟକ । ଗତ ସାଧାରଣ ନିର୍ବାଚନରେ ବିଜେଡ଼ି…

Read More