Author: TRUPTIMAYEE SAHOO

ମଣିଷ ଇତିହାସରୁ ଶିକ୍ଷା ଲାଭ କରେ । କିନ୍ତୁ ରାଜ୍ୟରେ ବଷର୍କ ତଳେ କ୍ଷମତାକୁ ଆସିଥିବା ବିଜେପି ସରକାରର ମନ୍ତ୍ରୀମାନେ ଗର୍ବରେ ଏତେ ଫାଟି ପଡ଼ୁଛନ୍ତି ଯେ ଇତିହାସରୁ କିଛି ଶିକ୍ଷା ଲାଭ କରିବାକୁ ଉଚିତ ମନେ କରୁନାହାନ୍ତି । ଯାହାଫଳରେ ଲୋକଙ୍କ ସେବା ପାଇଁ ଚାକିରି କରିଥିବା କର୍ମଚାରୀଙ୍କ ହାତରେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିବା ସୂର୍ଯ୍ୟବଂଶୀ ସୂରଜ ଏବେ ଅଫିସରଙ୍କ ହାତରେ କଣ୍ଢେଇ ସାଜିବାକୁ ପସନ୍ଦ କରୁଛନ୍ତି । ୨୦୦୬ରେ ବିଜେଡି-ବିଜେପି ମେଂଟ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ ବିଜେପି ନେତା ସମୀର ଦେ । ସେତେବେଳେ ରାଜ୍ୟର ଯେଉଁ କଲେଜରେ ଓଡ଼ିଆ ବିଭାଗରେ ଛାତ୍ର ନାମ ଲେଖାଉନଥିଲେ ସେହି କଲେଜର ଓଡ଼ିଆ ବିଭାଗ ବନ୍ଦ କରିବାକୁ ବିଭାଗୀୟ ଅଧିକାରୀମାନେ ମନ୍ତ୍ରୀ ସମୀର ଦେଙ୍କୁ ପରାମର୍ଶ ଦେଇଥିଲେ । ଏ କଥା ପ୍ରଘଟ ହେବା ପରେ କଳିଙ୍ଗ ସେନାର କର୍ମକର୍ତ୍‌ତାମାନେ ସଚିବାଳୟରେ ପଶି ମନ୍ତ୍ରୀ ସମୀର…

Read More