Author: TRUPTIMAYEE SAHOO

ଦୁଇ ଦିନ ତଳେ ସରକାର ପ୍ରସାଚନିକ ସ୍ତରରେ ବ୍ୟାପକ ଅଦଳ ବଦଳ କରିଛନ୍ତି । ଏହି ଅଦଳ ବଦଳରେ ଏତେ ବିସଙ୍ଗତି ରହିଛି ଯେ , ରାଜ୍ୟର ମୁଖ୍ୟ ଶାସନ ସଚିବ ଏବେ କେଉଁ ସରକାରର ବୋଲି ପାୱାର କରିଡ଼ରରେ ଚର୍ଚ୍ଚା ହେଉଛି । ଏହି ବଦଳି ନିଦେ୍ର୍ଦଶନାମାରେ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଛି । ସଂଗ୍ରାମ ମହାପାତ୍ରଙ୍କ ଏହି ବଦଳି ଆଦେଶ ସରକାରଙ୍କ ନିୟମକୁ ଅଳିଆଗଦାରେ ପକେଇ ଦେଇଛି । ସେ ଏବେ କମିସନର ପଦବୀକୁ ଉନ୍ନିତ ନ ହୋଇଥିଲେ ମଧ୍ୟ ତାଙ୍କୁ ସରକାର ଆରଡିସି କରିଛନ୍ତି । ଆରଡିସି ପଦବୀଟି କମିଶନର ପାହ୍ୟାର ହୋଇଥିବାବେଳେ ଜଣେ ଜୁନିୟର ଅଫିସରଙ୍କୁ କିଭଳି ସେହି ସ୍ଥାନରେ ନିଯୁକ୍ତି ଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଅଫିସର ହେଉଛନ୍ତି ସେହି ସଂଗ୍ରାମ ମହାପାତ୍ର ଯିଏକି ବିଜେଡି ସରକାର…

Read More