Author: Anasuya Das

Judicial panel: ଗତ ବର୍ଷ ଉକ୍ତ ଥାନାରେ ଜଣେ ସେନା ଅଧିକାରୀଙ୍କୁ ନିର୍ଯାତନା ଓ ତାଙ୍କ ପ୍ରେମିକାଙ୍କୁ ଯୌନ ନିର୍ଯାତନା ଘଟଣାର ତଦନ୍ତ କରୁଥିଲା ନ୍ୟାୟିକ ଆୟୋଗ। ଜନଅସନ୍ତୋଷ ଭିତରେ କମିଶନ ଗଠନ ଦୁଇ ଜଣଙ୍କୁ ହାଜତରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ଦେଶବ୍ୟାପୀ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ୨୦୨୪ ସେପ୍ଟେମ୍ବର ୨୨ ତାରିଖରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ନେତୃତ୍ୱରେ ରାଜ୍ୟ ସରକାର ଏହି କମିଶନ ଗଠନ କରିଥିଲେ। ଆୟୋଗର ସଚିବ ଶୁଭେନ୍ଦୁ ମହାନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ) ସତ୍ୟବ୍ରତ ସାହୁଙ୍କୁ ଭେଟି ୨୮୨ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛନ୍ତି। ଚୂଡ଼ାନ୍ତ ରିପୋର୍ଟ ଆମେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛୁ ବୋଲି ଶ୍ରୀ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନୁସନ୍ଧାନ ପ୍ରକ୍ରିୟା ଏବଂ ଫଳାଫଳ ଗତ ବର୍ଷ ଅକ୍ଟୋବର ପହିଲାରୁ ଆରମ୍ଭ ହୋଇଥିବା ଏହି ତଦନ୍ତରେ ୫୨୫ଟି ସତ୍ୟପାଠ ଯାଞ୍ଚ କରିବା ସହ ଏକାଧିକ…

Read More