Author: TRUPTIMAYEE SAHOO

ଭାରତରେ ପହଞ୍ଚିଛନ୍ତି ଆମେରିକାର ରାଷ୍ଟ୍ରଦୂତ ସେର୍ଗିଓ ଗୋର । ନିଜ କହିଥିବା କଥାରେ ପରମାଣୁ ଶକ୍ତି କ୍ଷେତ୍ରରେ ଭାରତ ଏବଂ ଆମେରିକା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ସମ୍ଭାବନା ରହିଛି ବୋଲି ସଂକେତ ଦେଇଛନ୍ତି । ‘ଭାରତକୁ ଆମେରିକାର ପରମାଣୁ କାର୍ଯ୍ୟନିର୍ବାହୀ ମିଶନ’ ଅଧୀନରେ ଅନୁଷ୍ଠିତ ଏକ ବୈଠକ ସମ୍ପର୍କରେ ଏକ ପୋଷ୍ଟର ଉତ୍ତର ଦେଇଛନ୍ତି , ଯେଉଁଥିରେ ପରମାଣୁ ଶକ୍ତି ପ୍ରତିଷ୍ଠାନ ଏବଂ ଆମେରିକା-ଭାରତ ରଣନୈତିକ ସହଭାଗୀତା ଫୋରମର ଏକ କାର୍ଯ୍ୟନିର୍ବାହୀ ପ୍ରତିନିଧି ଦଳ ସାମିଲ ଥିଲେ । ସେ କହିଛନ୍ତି ଯେ ,’ପରମାଣୁ ଶକ୍ତି କ୍ଷେତ୍ରରେ ଭାରତ ଏବଂ ଆମେରିକା ମଧ୍ୟରେ ଭବିଷ୍ୟତରେ ସହଯୋଗର ହାତ ମିଶିବାର ସମ୍ଭାବନା ସୃଷ୍ଟି ହେଉଛି।’ ଆମେରିକୀୟ କମ୍ପାନୀଗୁଡ଼ିକ ପରମାଣୁ ଶକ୍ତି କ୍ଷେତ୍ରରେ ନିବେଶ କରିବେ ଏହି ସମୟରେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ମଧ୍ୟ ମନ୍ତବ୍ୟ ଦେଇଛନ୍ତି ଯେ,’ଆଗାମୀ ଦଶନ୍ଧିଗୁଡ଼ିକରେ ଭାରତର ବିଦ୍ୟୁତ ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ଯାଉଛି, ମହାରାଷ୍ଟ୍ର…

Read More