Author: Anasuya Das

Odisha Village: ବାହୁଦା ବଡ଼ନାଳ ମୁହାଣ ଖୋଳାକୁ ନେଇ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ର ଉପକୂଳବର୍ତ୍ତୀ କତୁରୁ ଓ ରାମେୟାପ‌ାଟଣା ଗ୍ରାମବାସୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ମୁହାଣ ଅଞ୍ଚଳ ରକ୍ତରଂଜିତ ହୋଇଛି। ବାହୁଦା ବଡ଼ନାଳ ମୁହାଣ ଖୋଳାକୁ ନେଇ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ର ଉପକୂଳବର୍ତ୍ତୀ କତୁରୁ ଓ ରାମେୟାପ‌ାଟଣା ଗ୍ରାମବାସୀଙ୍କ ବିବାଦ ରକ୍ତାକ୍ତ ସଂଘର୍ଷର ରୂପ ନେଇଛି। ମୁହାଣ ଅଞ୍ଚଳ ରକ୍ତରଂଜିତ ହୋଇଛି। ରାମେୟାପାଟଣା ଗାଁର କିଛି ଲୋକଙ୍କ ଠେଙ୍ଗା ଓ କାତି ମାଡ଼ରେ କତୁରୁ ଗାଁର ୭ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କତୁରୁ ଗାଁର ଜୟରାମ ବେହେରା(୪୦)ଙ୍କ ଅବସ୍ଥା ସଂକଟାପନ୍ନ ଅଛି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସଂଘର୍ଷ ରୋକିବାକୁ ଯାଇଥିବା ପୁଲିସ, ପ୍ରଶାସନିକ ଅଧିକାରୀ ଓ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ସମାଧାନ ବୈଠକ ଚାଲିଥିବା ବେଳେ ସଭା ଉପରକୁ ପଥର ଓ ବୋତଲ ମାଡ଼ ହେବାରୁ ଅନେକ…

Read More