Author: TRUPTIMAYEE SAHOO

ବେଙ୍ଗାଲୁରୁ ଆସୁଥିବା ଏୟାର ଇଣ୍ଡିଆ ବିମାନ AI2802 ରେ ସନ୍ଦେହଜନକ ଭାବେ ଲାଗିଥିଲା ଇଞ୍ଜିନରେ ନିଆଁ । ଏନେଇ ଦିଲ୍ଲୀ ବିମାନବନ୍ଦରରେ ସୃଷ୍ଟି ହୋଇଥିଲା ଆତଙ୍କର ମାହୋଲ । ଏଭଳି ଦୁଘଟଣାକୁ ନେଇ ଏୟାର ଇଣ୍ଡିଆ କହିଛି ଯେ ବିମାନଟି ଦିଲ୍ଲୀ ପହଞ୍ଚିବା ପୂର୍ବରୁ, କକପିଟ୍ କ୍ରୁ ଗୋଟିଏ ଇଞ୍ଜିନରୁ ନିଆଁ ଲାଗିବା ସତର୍କ ଆଲାରାମ ଶୁଭିଥିଲା । ଏହା ପରେ ବିମାନକୁ ଦିଲ୍ଲୀ ବିମାନବନ୍ଦରରେ ‘ଏମେର୍ଜେସି ଲ୍ୟାଣ୍ଡିଙ୍ଗ’ ହୋଇଥିଲା ଓ ଯାଞ୍ଚ ଆରମ୍ଭ ହୋଇଥିଲା । ପାଇଲଟ୍ ଙ୍କ ଦ୍ୱାରା ଜରୁରୀକାଳୀନ ପ୍ରକ୍ରିୟା ଆରମ୍ଭ ଏୟାର ଇଣ୍ଡିଆ ଅନୁଯାୟୀ, ସମସ୍ୟା ଚିହ୍ନଟ ହେବା ମାତ୍ରେ, ପାଇଲଟ୍ ଏବଂ କ୍ରୁ ସମସ୍ତ ମାନକ ସୁରକ୍ଷା ପ୍ରୋଟୋକଲ ପାଳନ କରିଥିଲେ । ବିମାନକୁ ନିରାପଦରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରାଯାଇଥିଲା ଏବଂ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ନିୟମିତ ଭାବରେ ଅବତରଣ କରାଯାଇଥିଲା । ଏୟାରଲାଇନ୍ସ ନିଶ୍ଚିତ କରିଛି ଯେ ଏହି…

Read More