Author: Anasuya Das

elephant death : ଚଳିତ ଆର୍ଥିକ ବର୍ଷରେ ଫେବ୍ରୁଆରି ସୁଦ୍ଧା ସର୍ବାଧିକ ୯୭ଟି ହାତୀ ମୃତ୍ୟୁ ଘଟିଛି ବୋଲି ବିଧାନସଭାରେ ସୂଚନା ଦିଆଯାଇଛି। ଓଡ଼ିଶାରେ କାହିଁକି ମରୁଛନ୍ତି ଗଜରାଜ। ସରକାର ହାତୀ ମୃତ୍ୟୁ ରୋକିବାରେ କାହିଁକି ବିଫଳ। ଯାହା ଏବେ ଆଲୋଡ଼ନ ସୃଷ୍ଟି କରିଛି। ଦିନକୁ ଦିନ ହାତୀ ମୃତ୍ୟୁ ବଢି ଚାଲିଛି। ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନି। ଯଦି ସରକାର ଦୃଢ ପଦକ୍ଷେପ ନେଇ ହାତୀ ମୃତ୍ୟୁକୁ ନ ରୋକନ୍ତି ତାହାଲେ ଦିନ ଆସିବ ଓଡ଼ିଶା ହାତୀ ଶୂନ୍ୟ ହୋଇଯିବ। ରାଜ୍ୟରେ ହାତୀ ମୃତ୍ୟୁର ଅନ୍ୟତମ କାରଣ ରୋଗ, ଦୁର୍ଘଟଣା, ଶିକାର ଓ ବିଦ୍ୟୁତ୍ ଆଘାତ ବୋଲି ବିଜେପି ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ କହିଛନ୍ତି। ମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପରିସଂଖ୍ୟାନ ଅନୁଯାୟୀ,…

Read More