Author: TRUPTIMAYEE SAHOO

ଉତ୍ତର ପ୍ରଦେଶର ଶିଳ୍ପ ବିକାଶ ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତା ଗୁରୁବାର କହିଛନ୍ତି ଯେ,’ଏକ ପ୍ରସ୍ତାବିତ ହାଇ-ସ୍ପିଡ୍ ରେଳ ସଂଯୋଗ ଯୋଜନା ଦିଲ୍ଲୀ ଏବଂ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟରେ ଯାତ୍ରା ସମୟକୁ ମାତ୍ର ୨୧ମିନିଟ୍ ରେ ପୁରା କରିବ । ବିଭିନ୍ନ ପ୍ରକଳ୍ପର ସମୀକ୍ଷା ଗୁପ୍ତା ଯମୁନା ଏକ୍ସପ୍ରେସୱେ ଶିଳ୍ପ ବିକାଶ ପ୍ରାଧିକରଣ (YEIDA) ଅଧୀନରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ , ରାଜ୍ୟ ସରକାର ‘ଆଞ୍ଚଳିକ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍’ (RRTS) ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR)କୁ ଅନୁମୋଦନ କରିଛନ୍ତି । ଯାହା ଦିଲ୍ଲୀକୁ ଜେୱାର ବିମାନବନ୍ଦର ସହିତ ସଂଯୋଗ କରେ ଏବଂ ଏହାକୁ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟକୁ ପଠାଇ ଦେଇଛନ୍ତି । ଦିଲ୍ଲୀ-ବାରାଣସୀ ‘ହାଇ-ସ୍ପିଡ୍ ରେଳ କରିଡର’ କ’ଣ ? ଏକ ବିବୃତ୍ତି ଅନୁଯାୟୀ, ଅଧିକାରୀମାନେ ବୈଠକକୁ ସୂଚନା ଦେଇଛନ୍ତି ଯେ ,…

Read More