Author: TRUPTIMAYEE SAHOO

ଭାରତରେ ଓ୍ଵାଟ୍ସଆପର ଆଧିପତ୍ୟକୁ ଟକ୍କର ଦେବା ପାଇଁ ଆରଟ୍ଟାଇ ନାମକ ଏକ ଦେଶୀ ଆପ୍ ଆସିଛି । ଏହି ଆପକୁ ଭାରତ ସରକାରଙ୍କ ଅନେକ ମନ୍ତ୍ରୀ ମଧ୍ୟ ପ୍ରମୋଟ୍ କରିଛନ୍ତି, ଯେଉଁଥିପାଇଁ ଏହାର ଲୋକପ୍ରିୟତା ଗତ କିଛି ସମୟରେ ବହୁତ ବୃଦ୍ଧି ପାଇଛି। ଏହା ଭାରତରେ ଆପ୍ ଷ୍ଟୋରରେ ପ୍ରଥମ ନମ୍ବରର ସୋସିଆଲ ନେଟୱାର୍କିଂ ଆପ୍ ହୋଇଛି। ଏହି ଆପକୁ ତିଆରି କରିଥିବା କମ୍ପାନୀର ନାମ ହେଉଛି ଜୋହୋ, ଯାହାର ପ୍ରତିଷ୍ଠାତା ହେଉଛନ୍ତି ଶ୍ରୀଧର ଭେମ୍ବୁ। ତାଙ୍କ କମ୍ପାନୀ ଏହି ଆପ୍ ମାଧ୍ୟମରେ ଓ୍ଵାଟ୍ସଆପର ଆଧିପତ୍ୟକୁ ଚ୍ୟାଲେଞ୍ଜ ଦେଇଛି। ଆସନ୍ତୁ, ଜାଣିବା ଶ୍ରୀଧର ଭେମ୍ବୁ କିଏ? ଆମେରିକାର ସିଲିକନ ଭ୍ୟାଲି ଛାଡ଼ି ଗାଁ’ ଲେଉଟାଣି ଶ୍ରୀଧର ଭେମ୍ବୁ ଜଣେ ଭାରତୀୟ ବ୍ୟବସାୟୀ ଏବଂ ଜୋହୋ କର୍ପୋରେସନର ଫାଉଣ୍ଡର। ସେ ଭାରତର ଏକ ଗାଁରୁ ବିଶ୍ୱସ୍ତରୀୟ ସଫ୍ଟୱେର କମ୍ପାନୀ ତିଆରି କରିଛନ୍ତି। ଏହା ବ୍ୟତୀତ, ଆରଟ୍ଟାଇ ମେସେଜିଂ ଆପର ପଛରେ ମଧ୍ୟ ସେ…

Read More