Author: TRUPTIMAYEE SAHOO

ପଶ୍ଚିମ ଏସୀୟ ରାଷ୍ଟ୍ର ଲେବାନନ୍‌ରେ ମିଳିତ ଜାତିସଂଘ ଶାନ୍ତିରକ୍ଷା ମିଶନ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ଶାନ୍ତିରକ୍ଷୀ ମେଜର ଅଭିଳାଷ ବାରାକଙ୍କୁ ‘ସଂଯୁକ୍ତ ରାଷ୍ଟ୍ରର ସାମରିକ ଲିଙ୍ଗ ପ୍ରବକ୍ତା ପୁରସ୍କାର ୨୦୨୫’ ପାଇଁ ମନୋନୀତ କରାଯାଇଛି । ଲେବାନନ୍‌ରେ ତାଙ୍କର ନିୟୋଜନ ସମୟରେ ମହିଳା ଏବଂ ଝିଅମାନଙ୍କ ସହ ତାଙ୍କର ଯୋଗାଯୋଗ ପ୍ରୟାସ ପାଇଁ ବାରାକଙ୍କୁ ୨୦୨୫ ‘ସଂଯୁକ୍ତ ରାଷ୍ଟ୍ରର ସାମରିକ ଲିଙ୍ଗ ପ୍ରବକ୍ତା ପୁରସ୍କାର’ ପ୍ରଦାନ କରାଯିବ । ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ପୋଷ୍ଟରେ ଜାତିସଂଘରେ ଭାରତର ସ୍ଥାୟୀ ମିଶନ ଘୋଷଣା କରିଛି : “ଆମେ ଗର୍ବର ସହିତ ଘୋଷଣା କରୁଛୁ ଯେ ମେଜର ଅଭିଳାଷା ବାରାକଙ୍କୁ ୨୦୨୫ ‘ସଂଯୁକ୍ତ ରାଷ୍ଟ୍ରର ସାମରିକ ଲିଙ୍ଗ ପ୍ରବକ୍ତା ପୁରସ୍କାର’ ପ୍ରଦାନ କରାଯିବ । ତାଙ୍କୁ ମହିଳା ଏବଂ କିଶୋରୀ ଝିଅମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବା , ସାମୁଦାୟିକ କାର୍ଯ୍ୟକଳାପରେ ନିୟୋଜିତ ହେବା ଏବଂ ଶାନ୍ତିରକ୍ଷୀମାନଙ୍କୁ…

Read More