Author: Anasuya Das

Dolphin: ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟର ଆକଳନ ଅନୁଯାୟୀ ରାଜ୍ୟରେ ୧୮୮ଟି ଇରାୱାଡି ଡଲଫିନ, ୪୯୮ଟି ହମ୍ପବ୍ୟାକ୍ ଡଲଫିନ, ୧୬ଟି ବୋତଲ ନାକ ଡଲଫିନ୍ ଓ ୮ଟି ସ୍ପିନର ଡଲଫିନ ରହିଛନ୍ତି। ରାଜ୍ୟ ବନ୍ୟପ୍ରାଣୀ ଶାଖା ପକ୍ଷରୁ ୨୦୨୪-୨୫ ବର୍ଷର ଡଲଫିନଙ୍କ ବାର୍ଷିକ ଜନସଂଖ୍ୟା ଆକଳନ ଅନୁଯାୟୀ ଓଡ଼ିଶାରେ ଡଲଫିନ୍ ଓ ସ୍ତନ୍ୟପାୟୀ ପ୍ରାଣୀଙ୍କ ସଂଖ୍ୟା ୭୧୦ ବୋଲି ଆକଳନ କରାଯାଇଛି। ଚଳିତ ବର୍ଷ ଜାନୁଆରି ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ତିନି ଦିନିଆ କାର୍ଯ୍ୟର ଆକଳନ ଅନୁଯାୟୀ ରାଜ୍ୟରେ ୧୮୮ଟି ଇରାଓ୍ୱାଡ଼ି ଡଲଫିନ୍, ୪୯୮ଟି ହମ୍ପବ୍ୟାକ୍ ଡଲଫିନ୍, ୧୬ଟି ବୋତଲ-ନାକ ଡଲଫିନ୍ ଓ ୮ଟି ସ୍ପିନର ଡଲଫିନ ରହିଛନ୍ତି। ଡିଭିଜନ ଭିତ୍ତିରେ ମ୍ୟାନଗ୍ରୋଭ୍ (ବନ୍ୟପ୍ରାଣୀ ଡିଭିଜନ), ରାଜନଗରରେ ସର୍ବାଧିକ ୫୦୫ଟି ଡଲଫିନ୍ ରହିଛନ୍ତି। ଚଳିତ ବର୍ଷ ଡିଭିଜନରେ ୪୭୦ଟି ହମ୍ପବ୍ୟାକ୍ ଡଲଫିନ୍, ୨୨ଟି ଇରାୱାଡି ଡଲଫିନ୍, ୫ଟି ବୋତଲ-ନାକ ଡଲଫିନ୍ ଓ ୮ଟି ସ୍ପିନର…

Read More